ସଲମାନଙ୍କ ସହ ନିଜର ପୁରୁଣା ଫଟୋ ସେୟାର କଲେ ଗୋବିନ୍ଦା

ମୁମ୍ବାଇ: ପାର୍ଟନର ଷ୍ଟାର ଗୋବିନ୍ଦା ଏବଂ ସଲମାନ ଖାନ୍‌ଙ୍କ ମଧ୍ୟରେ ଆଉ ଆଗ ଭଳି ସମ୍ପର୍କ ନ ଥିବା କିଛିଦିନ ହେବ ଚର୍ଚ୍ଚା ହେଉଥିଲା। ହେଲେ ଗୋବିନ୍ଦା ନିଜ ଟ୍ୱିଟ୍‌ ପେଜ୍‌ରେ ଉଭୟଙ୍କ ପୁରୁଣା ଦିନର ଏକ ଫଟୋ ଛାଡି ଏପରି ଗୁଜବକୁ ଭୁଲ ପ୍ରମାଣିତ କରିଛନ୍ତି। ଗୋବିନ୍ଦା ସଲମାନଙ୍କ ସହ ତାଙ୍କର ଏକ ପୁରୁଣା ଫଟୋ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ଲେଖିଛନ୍ତି,“ସଲମାନ ଯେତେବେଳେ ନିଜ କ୍ୟାରିୟର ଆରମ୍ଭ କରୁଥିଲେ କିଛି ଲୋକ ଓ କିଛି […]

salu-gobinda

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 04:43 PM IST

ମୁମ୍ବାଇ: ପାର୍ଟନର ଷ୍ଟାର ଗୋବିନ୍ଦା ଏବଂ ସଲମାନ ଖାନ୍‌ଙ୍କ ମଧ୍ୟରେ ଆଉ ଆଗ ଭଳି ସମ୍ପର୍କ ନ ଥିବା କିଛିଦିନ ହେବ ଚର୍ଚ୍ଚା ହେଉଥିଲା। ହେଲେ ଗୋବିନ୍ଦା ନିଜ ଟ୍ୱିଟ୍‌ ପେଜ୍‌ରେ ଉଭୟଙ୍କ ପୁରୁଣା ଦିନର ଏକ ଫଟୋ ଛାଡି ଏପରି ଗୁଜବକୁ ଭୁଲ ପ୍ରମାଣିତ କରିଛନ୍ତି।

ଗୋବିନ୍ଦା ସଲମାନଙ୍କ ସହ ତାଙ୍କର ଏକ ପୁରୁଣା ଫଟୋ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ଲେଖିଛନ୍ତି,“ସଲମାନ ଯେତେବେଳେ ନିଜ କ୍ୟାରିୟର ଆରମ୍ଭ କରୁଥିଲେ କିଛି ଲୋକ ଓ କିଛି ବନ୍ଧୁ ସବୁବେଳେ ତାଙ୍କ ସାଙ୍ଗରେ ଥିଲେ।”

ସଲମାନଙ୍କ ଜନ୍ମଦିନର ଦୁଇଦିନ ପରେ ଗୋବିନ୍ଦା ଏହି ଫଟୋ ସୋସିଆଲ ମିଡିଆରେ ଛାଡିଛନ୍ତି।

Related story