ସଲମାନଙ୍କୁ କଣ କରିବା ବିଲକୁଲ ପସନ୍ଦ ନୁହେଁ, ଆସନ୍ତୁ ଜାଣିବା

ବଲିଉଡ୍‌ର ଭାଇଜାନ୍‌ ସଲମାନଙ୍କ ସବୁ ଅନ୍ଦାଜରେ ଲୋକେ ପୂରା ଫିଦା। ତାଙ୍କ ଲାଇଫ୍‌ର ଛୋଟବଡ କଥା ଜାଣିବା ପାଇଁ ସମସ୍ତେ ବହୁତ ଚେଷ୍ଟା କରିଥାନ୍ତି। ପ୍ରାୟତଃ ସବୁ ଲୋକେ ସଲମାନଙ୍କ ପସନ୍ଦ ବିଷୟରେ ଜାଣିଛନ୍ତି। କିନ୍ତୁ ନାପସନ୍ଦ ଉପରେ ଖୁବ କମ୍‌ ଲୋକ ଜାଣିଥିବେ।  ତେବେ ଆସନ୍ତୁ ଜାଣିବା ସଲମାନଙ୍କୁ କେଉଁ ସବୁ କଥା ଭଲ ଲାଗେ ନାହିଁ। କିସ୍‌ ସିନ୍‌ କରିବା- ଅନେକ ଅଭିନେତା ଫିଲ୍ମରେ କିସ୍‌ ସିନ୍‌ ଦେଇଥାନ୍ତି। କିନ୍ତୁ ସଲମାନ ତାଙ୍କ ଫିଲ୍ମରେ […]

salman-khan1

salman-khan1

Rakesh Mallick
  • Published: Tuesday, 08 August 2017
  • Updated: 27 December 2017, 08:02 AM IST

ବଲିଉଡ୍‌ର ଭାଇଜାନ୍‌ ସଲମାନଙ୍କ ସବୁ ଅନ୍ଦାଜରେ ଲୋକେ ପୂରା ଫିଦା। ତାଙ୍କ ଲାଇଫ୍‌ର ଛୋଟବଡ କଥା ଜାଣିବା ପାଇଁ ସମସ୍ତେ ବହୁତ ଚେଷ୍ଟା କରିଥାନ୍ତି। ପ୍ରାୟତଃ ସବୁ ଲୋକେ ସଲମାନଙ୍କ ପସନ୍ଦ ବିଷୟରେ ଜାଣିଛନ୍ତି। କିନ୍ତୁ ନାପସନ୍ଦ ଉପରେ ଖୁବ କମ୍‌ ଲୋକ ଜାଣିଥିବେ।  ତେବେ ଆସନ୍ତୁ ଜାଣିବା ସଲମାନଙ୍କୁ କେଉଁ ସବୁ କଥା ଭଲ ଲାଗେ ନାହିଁ।

କିସ୍‌ ସିନ୍‌ କରିବା- ଅନେକ ଅଭିନେତା ଫିଲ୍ମରେ କିସ୍‌ ସିନ୍‌ ଦେଇଥାନ୍ତି। କିନ୍ତୁ ସଲମାନ ତାଙ୍କ ଫିଲ୍ମରେ ହିରୋଇନଙ୍କ ସହ କିସ୍‌ ସିନ୍‌ କରିବାକୁ ଭଲ ପାଆନ୍ତି ନାହିଁ। ତାଙ୍କର କହିବା ଅନୁସାରେ ଫିଲ୍ମ ରେ କିସ୍‌ କରିବାର ଆବଶ୍ୟକ ହିଁ ନାହିଁ।

କମିଟମେଣ୍ଟ କରିବା ପସନ୍ଦ ନୁହେଁ- 

‘ଏକବାର ଜୋ ମୈନେ କମିଟ୍‌ମେଣ୍ଟ କର ଦି, ଫିର ମେଁ ଆପ୍‌ନେ ଆପ୍‌ କୀ ଭି ନହିଁ ଶୁନ୍‌ତା’। ସଲମାନଙ୍କ ଏହି ପ୍ରସିଦ୍ଧ ଫିଲ୍ମ ଡାଏଲଗ୍‌ଟି ତ ଆପଣମାନେ ନିଶ୍ଚିତ ଶୁଣିଥିବେ। ତେବେ ବାସ୍ତବ ଜୀବନରେ ସେ ଏମିତି ନୁହଁନ୍ତି। ସେ ନିଜେ ଏକଥା ଅନେକ ଥର କହିଛନ୍ତି।   ସଲମାନ କୁହନ୍ତି  ତାଙ୍କ ଉପରେ ଭରସା କରିବା ଉଚିତ ନୁହେଁ।  କାରଣ ସେ କଥା ଦେଇ କଥା ରଖି ପାରନ୍ତି ନାହିଁ। ତେଣୁ ସେ କାହାରିକୁ କମିଟମେଣ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ।

ପବ୍ଲିକ ସ୍ଥାନରେ ରୋମାନ୍ସ କରିବା ପସନ୍ଦ ନୁହେଁସଲମାନଙ୍କ କହିବା ଅନୁସାରେ ତାଙ୍କୁ ପବ୍ଲିକ ସ୍ଥାନରେ ରୋମାନ୍ସ କରିବା ବିଲକୁଲ ପସନ୍ଦ ନୁହେଁ। ତାଙ୍କୁ ମଧ୍ୟ ପବ୍ଲିକ ପ୍ଲେସରେ ରୋମାନ୍ସ କରିବା ଜଣା ନାହିଁ। ଏମିତିକି ସେ ପବ୍ଲିକ ପ୍ଲେସରେ ତାଙ୍କ ଗର୍ଲଫ୍ରେଣ୍ଡର ହାତ ମଧ୍ୟ ଧରନ୍ତି ନାହିଁ। ତାଙ୍କ ମତରେ ରୋମାନ୍ସ ହେଉଛି ଏକ ବ୍ୟକ୍ତିଗତ କଥା। ଯଦି ତାକୁ ନିଜ ବାପା ମାଙ୍କ ସାମ୍ନାରେ କରିହେବନି, ତା’ହେଲେ ପବ୍ଲିକ ପ୍ଲେସରେ କିପରି କରିହେବ।

ଡିନର୍‌ ଡେଟରେ ଯିବା ପସନ୍ଦ ନୁହେଁସଲମାନଙ୍କୁ କାହା ସହ ଡିନର ଡେଟରେ ଯିବା ଆଦୌ ପସନ୍ଦ ନୁହେଁ। କାରଣ ସେ ଖାଉଥିବା ସମୟରେ ଲୋକେ ତାଙ୍କ ଫଟୋ ଉଠାଇବେ ଓ ତାହା ତାଙ୍କୁ ଭଲ ଲାଗେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story