ସୁଟିଂ ସେଟ୍‌ର ଫଟୋ ସେୟାର କଲେ ସଲମାନ

ମୁମ୍ବାଇ: ସଲମାନ ଓ ଶାହାରୁଖଙ୍କ ‘କରନ୍‌-ଅର୍ଜୁନ୍‌’କୁ ୨୧ବର୍ଷ ପୂର୍ତ୍ତି ଅବସରରେ ସଲମାନ ଟ୍ୱିଟରରେ ଫିଲ୍ମର ସୁଟିଂ ସମୟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସଲମାନ, ଶାହାରୁଖ ଓ ହ୍ରିତିକ୍‌ ରୋଶନ ରହିଛନ୍ତି। ଏହି ଫିଲ୍ମ ପାଇଁ ସେ ରାକେଶ ରୋଶନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ସେ ହ୍ରିତିକ୍‌ଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହେ’ର ୧୭ ବର୍ଷ ପୂର୍ତ୍ତି ଏବଂ ଜାନୁଆରୀ ୨୫ରେ ରିଲିଜ ହେବାକୁ ଥିବା ‘ରଇସ’ ଏବଂ ‘କାବୀଲ’ ପାଇଁ […]

salman-saharukh-hritik

Rakesh Mallick
  • Published: Sunday, 15 January 2017
  • , Updated: 15 January 2017, 05:57 PM IST

ମୁମ୍ବାଇ: ସଲମାନ ଓ ଶାହାରୁଖଙ୍କ ‘କରନ୍‌-ଅର୍ଜୁନ୍‌’କୁ ୨୧ବର୍ଷ ପୂର୍ତ୍ତି ଅବସରରେ ସଲମାନ ଟ୍ୱିଟରରେ ଫିଲ୍ମର ସୁଟିଂ ସମୟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସଲମାନ, ଶାହାରୁଖ ଓ ହ୍ରିତିକ୍‌ ରୋଶନ ରହିଛନ୍ତି।

ଏହି ଫିଲ୍ମ ପାଇଁ ସେ ରାକେଶ ରୋଶନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ସେ ହ୍ରିତିକ୍‌ଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହେ’ର ୧୭ ବର୍ଷ ପୂର୍ତ୍ତି ଏବଂ ଜାନୁଆରୀ ୨୫ରେ ରିଲିଜ ହେବାକୁ ଥିବା ‘ରଇସ’ ଏବଂ ‘କାବୀଲ’ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି।

 

Related story