‘ଲଗାନ୍‌’ ପରି ହିଟ୍‌ ଫିଲ୍ମକୁ ମଧ୍ୟ ପଛରେ ପକାଇ ଦେବ ‘ଦଙ୍ଗଲ’: ସଲମାନ୍‌

ମୁମ୍ବାଇ: ଆମୀରଙ୍କ ‘ଦଙ୍ଗଲ’ କୁ ଦେଖିବା ପରେ କେବଳ ସାଧାରଣ ଦର୍ଶକ ନୁହେଁ ସଲମାନ୍‌ ଖାନ୍‌ ମଧ୍ୟ ଫିଲ୍ମର ପ୍ରଶଂସା ନ କରି ରହିପାରି ନାହାଁନ୍ତି। ‘ଦଙ୍ଗଲ’ ଦେଖିବା ପରେ ନିଜର ଫିଲ୍ମ ’ସୁଲତାନ୍‌’ ଠାରୁ ମଧ୍ୟ ‘ଦଙ୍ଗଲ’ ଏକ ଭଲ ଫିଲ୍ମ ବୋଲି କହିଛନ୍ତି ସଲମାନ୍‌ ଖାନ୍‌। ସେ ଏହା ମଧ୍ୟ କହିଛନ୍ତି, ଏବେ ପର୍ଯ୍ୟନ୍ତ ଦେଖିଥିବା ସବୁ  ଫିଲ୍ମ ମଧ୍ୟରେ ‘ଦଙ୍ଗଲ’ ସବୁଠାରୁ ଭଲ ଫିଲ୍ମ। ସଲମାନ ଆହୁରୀ କହିଛନ୍ତି, ‘ଦଙ୍ଗଲ’ ‘ଲଗାନ୍‌’ ପରି […]

salman-khan

Rakesh Mallick
  • Published: Sunday, 25 December 2016
  • , Updated: 25 December 2016, 03:20 PM IST

ମୁମ୍ବାଇ: ଆମୀରଙ୍କ ‘ଦଙ୍ଗଲ’ କୁ ଦେଖିବା ପରେ କେବଳ ସାଧାରଣ ଦର୍ଶକ ନୁହେଁ ସଲମାନ୍‌ ଖାନ୍‌ ମଧ୍ୟ ଫିଲ୍ମର ପ୍ରଶଂସା ନ କରି ରହିପାରି ନାହାଁନ୍ତି। ‘ଦଙ୍ଗଲ’ ଦେଖିବା ପରେ ନିଜର ଫିଲ୍ମ ’ସୁଲତାନ୍‌’ ଠାରୁ ମଧ୍ୟ ‘ଦଙ୍ଗଲ’ ଏକ ଭଲ ଫିଲ୍ମ ବୋଲି କହିଛନ୍ତି ସଲମାନ୍‌ ଖାନ୍‌। ସେ ଏହା ମଧ୍ୟ କହିଛନ୍ତି, ଏବେ ପର୍ଯ୍ୟନ୍ତ ଦେଖିଥିବା ସବୁ  ଫିଲ୍ମ ମଧ୍ୟରେ ‘ଦଙ୍ଗଲ’ ସବୁଠାରୁ ଭଲ ଫିଲ୍ମ।

ସଲମାନ ଆହୁରୀ କହିଛନ୍ତି, ‘ଦଙ୍ଗଲ’ ‘ଲଗାନ୍‌’ ପରି ହିଟ୍‌ ଫିଲ୍ମକୁ ମଧ୍ୟ ପଛରେ ପକାଇ ଦେବ। ‘

Related story