ପ୍ରୀତିଙ୍କ ରିସେପ୍ସନ୍ ପାର୍ଟିରେ ସଲମାନ୍ ଓ ଲୁଲିଆ

ମୁମ୍ୱାଇ: ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟାଙ୍କ ରିସେପ୍ସନ୍ ପାର୍ଟିରେ ସଲମାନ୍ ଓ ତାଙ୍କ ବାନ୍ଧବୀ ଲୁଲିଆଙ୍କ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ସଲମାନ୍ କୌଣସି ପାର୍ଟିରେ ତାଙ୍କ ବାନ୍ଧବୀକୁ ଧରି ଯାଇଥିବା ନଜରକୁ ଆସିଛି। ସେମାନଙ୍କ ସହ ସଲମାନଙ୍କ ଭଉଣୀ ଅଲଭିରାଙ୍କୁ ମଧ୍ୟ ଥିଲେ।  ଶାହାରୁଖ୍ ଖାନ୍, ଅଭିଷେକ ବଚ୍ଚନଙ୍କ ସହ ୟୁଲିଆଙ୍କୁ ପରିଚୟ କରାଇଥିଲେ ସଲମାନ୍। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସଲମାନ୍ ଖୁବଶୀଘ୍ର ଲୁଲିଆଙ୍କୁ ବିବାହ କରିବାକୁ ଯାଉଛନ୍ତି। ଚଳିତବର୍ଷ ଶେଷ […]

salman

salman

Rakesh Mallick
  • Published: Saturday, 14 May 2016
  • Updated: 15 May 2016, 05:12 AM IST

Sports

Latest News

ମୁମ୍ୱାଇ: ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟାଙ୍କ ରିସେପ୍ସନ୍ ପାର୍ଟିରେ ସଲମାନ୍ ଓ ତାଙ୍କ ବାନ୍ଧବୀ ଲୁଲିଆଙ୍କ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ସଲମାନ୍ କୌଣସି ପାର୍ଟିରେ ତାଙ୍କ ବାନ୍ଧବୀକୁ ଧରି ଯାଇଥିବା ନଜରକୁ ଆସିଛି। ସେମାନଙ୍କ ସହ ସଲମାନଙ୍କ ଭଉଣୀ ଅଲଭିରାଙ୍କୁ ମଧ୍ୟ ଥିଲେ।  ଶାହାରୁଖ୍ ଖାନ୍, ଅଭିଷେକ ବଚ୍ଚନଙ୍କ ସହ ୟୁଲିଆଙ୍କୁ ପରିଚୟ କରାଇଥିଲେ ସଲମାନ୍। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସଲମାନ୍ ଖୁବଶୀଘ୍ର ଲୁଲିଆଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଚଳିତବର୍ଷ ଶେଷ ସୁଦ୍ଧା ସଲମାନଙ୍କୁ  ବିବାହ କରାଇବାକୁ ତାଙ୍କ ମା’ ଚାହୁଁଛନ୍ତି।

ଅନ୍ୟପକ୍ଷରେ ପ୍ରୀତି ତାଙ୍କ ରିସେପ୍ସନ୍‌ରେ ତାଙ୍କ ସ୍ୱାମୀ  ଜେନି ଗୁଡନଫଙ୍କୁ ତାଙ୍କ ବନ୍ଧୁଙ୍କୁ ସହ ପରିଚୟ କରାଉଥିବା ଦେଖିବାକୁ ମିଳିଛି। ପ୍ରୀତିଙ୍କ ଏହି ପାର୍ଟିରେ ଶାହାରୁଖ୍ ଖାନ୍, ମାଧୁରୀ ଦୀକ୍ଷିତଙ୍କ ଭଳି ବହୁ କଳାକାର ସାମିଲ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story