ମୁଣ୍ଡ ଉପରେ ଖଣ୍ଡା ରଖି କ୍ଷମା ପ୍ରାର୍ଥନା କରାଇବାରେ କୌଣସି ଅର୍ଥ ନାହିଁ : ସଲୀମ୍ ଖାଁ

ମୁମ୍ବାଇ : ଜଣାଶୁଣା ସ୍କ୍ରିପ୍ଟ ଲେଖକ ସଲୀମ ଖାଁ ନିଜ ପୁଅ ସଲମାନ୍ ଖାଁଙ୍କ ବିବାଦୀୟ ‘ବଳାତ୍କାର ପୀଡିତା’ ମନ୍ତବ୍ୟ ସମ୍ପର୍କରେ କହିଛନ୍ତି ଯେ ଗଣମାଧ୍ୟମ ଏହି ପ୍ରସଙ୍ଗକୁ ଆବଶ୍ୟକତା ଠାରୁ ଅଧିକ ପ୍ରଚାର କଲା। ନିଜ ଫିଲ୍ମ ‘ସୁଲତାନ’ର କଷ୍ଟକର ସୁଟିଂ ପରେ ସେ ନିଜକୁ ଏକ ‘ବଳାତ୍କାର ପୀଡିତା’ ଭଳି ଅନୁଭବ କରୁଥିଲେ ବୋଲି କହି ସଲମାନ୍ ବିବାଦର ସୂତ୍ରପାତ କରିଥିଲେ । ୫୦ ବର୍ଷୀୟ କଳାକାର ସଲମାନ୍ ଏହାପରେ କିନ୍ତୁ ବିବାଦକୁ ନେଇ […]

Salman2_1

Salman2_1

Rakesh Mallick
  • Published: Monday, 04 July 2016
  • Updated: 04 July 2016, 08:17 PM IST

Sports

Latest News

ମୁମ୍ବାଇ : ଜଣାଶୁଣା ସ୍କ୍ରିପ୍ଟ ଲେଖକ ସଲୀମ ଖାଁ ନିଜ ପୁଅ ସଲମାନ୍ ଖାଁଙ୍କ ବିବାଦୀୟ ‘ବଳାତ୍କାର ପୀଡିତା’ ମନ୍ତବ୍ୟ ସମ୍ପର୍କରେ କହିଛନ୍ତି ଯେ ଗଣମାଧ୍ୟମ ଏହି ପ୍ରସଙ୍ଗକୁ ଆବଶ୍ୟକତା ଠାରୁ ଅଧିକ ପ୍ରଚାର କଲା।

ନିଜ ଫିଲ୍ମ ‘ସୁଲତାନ’ର କଷ୍ଟକର ସୁଟିଂ ପରେ ସେ ନିଜକୁ ଏକ ‘ବଳାତ୍କାର ପୀଡିତା’ ଭଳି ଅନୁଭବ କରୁଥିଲେ ବୋଲି କହି ସଲମାନ୍ ବିବାଦର ସୂତ୍ରପାତ କରିଥିଲେ । ୫୦ ବର୍ଷୀୟ କଳାକାର ସଲମାନ୍ ଏହାପରେ କିନ୍ତୁ ବିବାଦକୁ ନେଇ କିଛି ବି  କହିବା ପାଇଁ ମନା କରି ଦେଇଥିଲେ ଯଦିଓ ତାଙ୍କୁ ବାରମ୍ବାର କ୍ଷମା ପ୍ରର୍ଥନା ପାଇଁ କୁହାଯାଉଥିଲା।

ନିକଟରେ ଏହି ଅଭିନେତାଙ୍କ ପକ୍ଷରୁ କ୍ଷମା ପ୍ରର୍ଥନା କରିଥିବା ତାଙ୍କ ପିତା ସଲୀମ୍ ଖାଁ ପ୍ରସଙ୍ଗକୁ ଆବଶ୍ୟକତା ଠାରୁ ଅଧିକ ପ୍ରଚାର କରିଥିବାରୁ ଗଣମାଧ୍ୟମକୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି,“ସାଧାରଣତଃ ଲୋକମାନେ ସମସ୍ୟାରୁ ମୁକ୍ତି ପାଇବା ପାଇଁ କ୍ଷମା ପ୍ରାର୍ଥନା କରନ୍ତି। ତାଙ୍କୁ ଲାଗେ ଯେ ଏହାଫଳରେ ସମସ୍ୟାର ଅନ୍ତ ହୋଇଯିବ। କିନ୍ତୁ ଗଣମାଧ୍ୟମର ବ୍ୟବସାୟିକ ବାଧ୍ୟବାଧକତା ଏହି ପ୍ରସଙ୍ଗକୁ ଆଗକୁ ନେବା ପାଇଁ ପ୍ରେରିତ କରେ। ମୁଁ ଦୁଃଖିତ ଯେ ମୋତେ ଏକଥା ଜଣା ନ ଥିଲା।”

‘ଶୋଲେ’ ଫିଲ୍ମର ସ୍କ୍ରିପ୍ଟ ଲେଖକ କହିଛନ୍ତି କାହାକୁ କ୍ଷମା ପ୍ରାର୍ଥନା କରିବା ପାଇଁ ବାଧ୍ୟ କରିବାର କୌଣସି ଅର୍ଥ ନାହିଁ ।

ସେ କହିଛନ୍ତି,“କାହା ମୁଣ୍ଡ ଉପରେ ଖଣ୍ଡା ରଖି କାହାରିକୁ କ୍ଷମା ପ୍ରାର୍ଥନା ପାଇଁ ବାଧ୍ୟ କରିବାର ଅର୍ଥ କଣ ? ତେଣିକି ସେ ଭୁଲ୍ କରିଥାଉ ବା ଠିକ୍ ! ସେହି ବ୍ୟକ୍ତିକୁ ଜଣାଅଛି ଯେ ସେ କୌଣସି ଅପରାଧ କରିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story