ସଲମାନଙ୍କ ପିଲା ଦିନର ଫଟୋ ଭାଇରାଲ୍‌

ମୁମ୍ବାଇ: ସୁଲତାନ ସଲମାନ ଖାନଙ୍କ ଲୋକପ୍ରିୟତା ଏତେ ଯେ ତାଙ୍କର ପ୍ରତିଟି କାର୍ଯ୍ୟକଳାପ ଓ ତାଙ୍କ ସହ ଜଡ଼ିତ କଥା ଖୁବ୍‌ଶୀଘ୍ର ଫ୍ୟାନ୍ସଙ୍କ ମଧ୍ୟରେ ତଥା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଯାଏ। ଏବେ ତାଙ୍କର ପିଲା ଦିନର ଗୋଟିଏ ଫଟୋ ଭାଇରାଲ୍ ହୋଇଛି। ଅରବାଜ ଖାନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପିଲାଦିନର ଗୋଟେ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଭାଇ ସଲମାନ, ସୋହେଲ  ଓ ଭଉଣୀ ଅଲବିରାଙ୍କ ସହ ଏକାଠି ଅଛନ୍ତି। ଫଟୋରେ ସଲ୍ଲୁମିଆଁ […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 01:20 PM IST

Sports

Latest News

ମୁମ୍ବାଇ: ସୁଲତାନ ସଲମାନ ଖାନଙ୍କ ଲୋକପ୍ରିୟତା ଏତେ ଯେ ତାଙ୍କର ପ୍ରତିଟି କାର୍ଯ୍ୟକଳାପ ଓ ତାଙ୍କ ସହ ଜଡ଼ିତ କଥା ଖୁବ୍‌ଶୀଘ୍ର ଫ୍ୟାନ୍ସଙ୍କ ମଧ୍ୟରେ ତଥା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଯାଏ। ଏବେ ତାଙ୍କର ପିଲା ଦିନର ଗୋଟିଏ ଫଟୋ ଭାଇରାଲ୍ ହୋଇଛି। ଅରବାଜ ଖାନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପିଲାଦିନର ଗୋଟେ ଫଟୋ ସେୟାର କରିଛନ୍ତି। ଏଥିରେ ସେ ଭାଇ ସଲମାନ, ସୋହେଲ  ଓ ଭଉଣୀ ଅଲବିରାଙ୍କ ସହ ଏକାଠି ଅଛନ୍ତି। ଫଟୋରେ ସଲ୍ଲୁମିଆଁ ନିରୀହ ଦେଖାଯିବା ସହ ହଳଦିଆ ରଙ୍ଗର ଟିସର୍ଟ ପିନ୍ଧି ହାତକୁ ନିଜ ପଛ ପକେଟରେ ରଖିଛନ୍ତି। ଫଟୋ ଦେଖି ଲାଗୁଛି ଯେ ପିଲାଦିନରୁ ସେ ବହୁତ ଷ୍ଟାଇଲିସ୍ ଥିଲେ।

ଅରବାଜ ସେୟାର କରିଥିବା ଫଟୋ ସଲମାନଙ୍କୁ ଏତେ ଭଲ ଲାଗିଥିଲା ଯେ ସେ  ଆଉ ରହି ନପାରି ସେହି ଫଟୋକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ତା’ସହ ଏଥିରେ କ୍ୟାପସନ୍‌ ଦେଇଥିଲେ- ‘ଏହି କିଛି ବର୍ଷର କଥା ଭଳି ଲାଗୁଛି ’। ଏହି ଫଟୋକୁ ଦେଖିବା ପରେ ସଲମାନଙ୍କ ଫ୍ୟାନ୍‌ମାନେ ବହୁତ ଖୁସି ହେବା ସହ କମେଣ୍ଟ ଦେଇଥିଲେ ଓ ଏହାକୁ ସେୟାର ମଧ୍ୟ କରିଥିଲେ। ଜଣେ ୟୁଜର୍ସ କମେଣ୍ଟ କରିଥିଲେ ‘ହାପି ଫ୍ୟାମିଲି’।

[caption id="attachment_170527" align="aligncenter" width="500"]salman1 ସଲମାନଙ୍କ ପିଲା ଦିନର ଆଉ ଏକ ଫଟୋ, ଭାଇଭଉଣୀଙ୍କ ସହ ଅଛନ୍ତି[/caption]

ସଲମାନ ଓ ତାଙ୍କ ଭାଇ,ଭଉଣୀଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିଛି। ଏମିତିକି ତିନି ଭାଇଙ୍କ ଭଲ ପାଇବାକୁ ଉଦାହରଣ ଭାବେ ମଧ୍ୟ ଦିଆଯାଏ। ସେମାନେ ସବୁ ସମୟରେ ପରସ୍ପର ସହ ରହିଥାନ୍ତି। ସେମାନଙ୍କ ମଧ୍ୟରେ ଏହି ଭଲପାଇବା ଯୋଗୁଁ ତାଙ୍କ ପରିବାରକୁ  ବଲିଉଡର ପରଫେକ୍ଟ ଫ୍ୟାମିଲିର ଟ୍ୟାଗ୍ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story