କ’ଣ କରି ଦେଲେ ସଲମାନ? ଅଭିଷେକଙ୍କ ରକ୍ତ ହୋଇଗଲା ଗରମ

ମୁମ୍ବାଇ: ଦବଙ୍ଗ ଷ୍ଟାର ସଲମାନ୍ ଖାନ୍‌। ସବୁବେଳେ ଦୁଇଟି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଗୋଟିଏ ହେଲା ତାଙ୍କ ଫିଲ୍ମ ଓ ଆଉ ଗୋଟିଏ ଆଫୟାର। ଏବେ ସେ ତାଙ୍କର ଅପକମିଂ ଫିଲ୍ମ ’ଟ୍ୟୁବଲାଇଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଇଦ୍‌ରେ ଏହି ଫିଲ୍ମ ରିଲିଜ୍‌ ହେବ। ତେବେ ଏକ ଖବର ମୁତାବକ ସଲମାନ୍‌ଙ୍କର ଏକ କାର୍ଯ୍ୟ ପାଇଁ ଅଭିଷେକ ବଚ୍ଚନଙ୍କ ରକ୍ତ ଗରମ ହୋଇଯାଇଥିଲା। ଆସନ୍ତୁ ଜାଣିବା ସେ ବିଷୟରେ। ଏକ ଆୱାର୍ଡ ଫଙ୍କ୍‌ସନରେ ସଲମାନ୍‌ ଷ୍ଟେଜ୍‌ରେ […]

salman-aish-kiss,,

salman-aish-kiss,,

Rakesh Mallick
  • Published: Sunday, 11 June 2017
  • Updated: 11 June 2017, 02:07 PM IST

Sports

Latest News

ମୁମ୍ବାଇ: ଦବଙ୍ଗ ଷ୍ଟାର ସଲମାନ୍ ଖାନ୍‌। ସବୁବେଳେ ଦୁଇଟି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଗୋଟିଏ ହେଲା ତାଙ୍କ ଫିଲ୍ମ ଓ ଆଉ ଗୋଟିଏ ଆଫୟାର। ଏବେ ସେ ତାଙ୍କର ଅପକମିଂ ଫିଲ୍ମ ’ଟ୍ୟୁବଲାଇଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଇଦ୍‌ରେ ଏହି ଫିଲ୍ମ ରିଲିଜ୍‌ ହେବ।

ତେବେ ଏକ ଖବର ମୁତାବକ ସଲମାନ୍‌ଙ୍କର ଏକ କାର୍ଯ୍ୟ ପାଇଁ ଅଭିଷେକ ବଚ୍ଚନଙ୍କ ରକ୍ତ ଗରମ ହୋଇଯାଇଥିଲା। ଆସନ୍ତୁ ଜାଣିବା ସେ ବିଷୟରେ।

ଏକ ଆୱାର୍ଡ ଫଙ୍କ୍‌ସନରେ ସଲମାନ୍‌ ଷ୍ଟେଜ୍‌ରେ ଫରମାନ୍ସ କରୁଥିବା ସମୟରେ ଅଭିଷେକଙ୍କ ଉପସ୍ଥିତରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଫ୍ଲାଇଂ କିସ୍‌ କରିଥିଲେ। ସଲମାନଙ୍କ ଫ୍ଲାଇଂ କିସ୍‌ ଦେଖି ଐଶ୍ୱର୍ଯ୍ୟା ଲାଜେଇ ଯାଇଥିଲେ। ପାଖ ସିଟ୍‌ରେ ବସିଥିବା ସ୍ୱାମୀ ଅଭିଷେକ ଏହି କଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଲମାନଙ୍କ ଏଭଳି କାର୍ଯ୍ୟକୁ ଦେଖି ତାଙ୍କର ରକ୍ତ ଗରମ ହୋଇଯାଇଥିଲା।

ଏହି କଥା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା।

ସୌଜନ୍ୟ- ୟଙ୍ଗିସ୍ତାନ

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos