କାହିଁକି ଆଲିଶାନ ବଙ୍ଗଳା ବଦଳରେ ବାନ୍ଦ୍ରା ଫ୍ଲାଟ୍‌ରେ ରହୁଛନ୍ତି ସଲମାନ୍‌? ଖୋଲିଗଲା ରହସ୍ୟ...

ମୁମ୍ବାଇ: ଗତକାଲି ବଲିଉଡ୍ ଷ୍ଟାର ସଲମାନ ଖାନ୍ ତାଙ୍କର ଅପକମିଂ ଫିଲ୍ମ ‘ଟ୍ୟୁବଲାଇଟ୍‌’ର ପ୍ରମୋସନ କରିବା ପାଇଁ ରିଏଲିଟି ଶୋ ‘ସାରେଗାମାପା ଲିଟିଲ୍ ଚାମ୍ପ୍‌’କୁ ଆସିଥିଲେ। ସେଠାରେ ଜଣେ ପ୍ରତିଯୋଗୀ ତାଙ୍କୁ ପଚାରିଲେ,“ଆପଣ ସହଜରେ ଗୋଟିଏ ବଙ୍ଗଳା କିଣି ପାରିବେ। ତଥାପି ଆପଣ କାହିଁକି ଫ୍ଲାଟ୍‌ରେ ରହୁଛନ୍ତି?” ଏହା ଜବାବରେ ସଲମାନ କହିଥିଲେ,“ମୁଁ କୌଣସି ସୁନ୍ଦର ବଙ୍ଗଳା ଅପେକ୍ଷା ବାନ୍ଦ୍ରା ସ୍ଥିତ ମୋ ଫ୍ଲାଟ୍‌ରେ ରହିବାକୁ ପସନ୍ଦ କରେ। କାରଣ ମୋ ଫ୍ଲାଟ୍ ଉପରେ ମୋ ବାପାମା’ […]

salman

salman

Rakesh Mallick
  • Published: Sunday, 04 June 2017
  • Updated: 04 June 2017, 11:15 AM IST

Sports

Latest News

ମୁମ୍ବାଇ: ଗତକାଲି ବଲିଉଡ୍ ଷ୍ଟାର ସଲମାନ ଖାନ୍ ତାଙ୍କର ଅପକମିଂ ଫିଲ୍ମ ‘ଟ୍ୟୁବଲାଇଟ୍‌’ର ପ୍ରମୋସନ କରିବା ପାଇଁ ରିଏଲିଟି ଶୋ ‘ସାରେଗାମାପା ଲିଟିଲ୍ ଚାମ୍ପ୍‌’କୁ ଆସିଥିଲେ। ସେଠାରେ ଜଣେ ପ୍ରତିଯୋଗୀ ତାଙ୍କୁ ପଚାରିଲେ,“ଆପଣ ସହଜରେ ଗୋଟିଏ ବଙ୍ଗଳା କିଣି ପାରିବେ। ତଥାପି ଆପଣ କାହିଁକି ଫ୍ଲାଟ୍‌ରେ ରହୁଛନ୍ତି?”

ଏହା ଜବାବରେ ସଲମାନ କହିଥିଲେ,“ମୁଁ କୌଣସି ସୁନ୍ଦର ବଙ୍ଗଳା ଅପେକ୍ଷା ବାନ୍ଦ୍ରା ସ୍ଥିତ ମୋ ଫ୍ଲାଟ୍‌ରେ ରହିବାକୁ ପସନ୍ଦ କରେ। କାରଣ ମୋ ଫ୍ଲାଟ୍ ଉପରେ ମୋ ବାପାମା’ ରହନ୍ତି। ମୋ ପାଇଁ ସେହି ପୂରା ବିଲ୍ଡିଂଟି ଏକ ପରିବାର ଭଳି। ଯେତେବେଳେ ମୁଁ ଛୋଟ ଥିଲି ଆମେ ସବୁ ଛୁଆ ସେଠାରେ ଥିବା ବଗିଚାରେ ଖେଳୁ ଥିଲୁ। ବେଳେ ବେଳେ ଆମେ ସେଠାରେ ଶୋଇ ବି ଯାଉଥିଲୁ। ସେତେବେଳେ ସେଠାରେ ଆମ ପାଇଁ କିଛି ନିର୍ଦ୍ଦିଷ୍ଟ ଘର ନ ଥିଲା। ଆମେ ଛୁଆମାନେ ଯେତେବେଳେ ଇଚ୍ଛା ହେଉଥିଲା ଯେକୌଣସି ଫ୍ଲାଟ୍‌କୁ ପଶି ଯାଉଥିଲୁ ଓ ଖାଉଥିଲୁ। ତେଣୁ ଏବେବି ମୁଁ ସେହି ଫ୍ଲାଟରେ ରହୁଛି। ଏହି ଫ୍ଲାଟ୍ ସହିତ ଛୁଆ ଦିନର ଅନୁଭୂତି ଯୋଡ଼ି ହୋଇ ରହିଛି। ସେଦିନଗୁଡ଼ିକ ବହୁତ ଭଲ ଥିଲା। ସମ୍ଭବ ହେଲେ ପୁଣି ସେଦିନ ସବୁ ଫେରି ଆସନ୍ତା କି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story