ସଲମାନଙ୍କ ‘ଟ୍ୟୁବ୍‌ଲାଇଟ’ ଫ୍ୟୁଜ୍!

ମୁମ୍ବାଇ: ୨୦୦୮ ରୁ ୨୦୧୬ ସଲମାନଜ ଖାନ ଲଗାତାର ଭାବେ ବକ୍ସ ଅଫିସ୍‌ରେ ବଢ଼ିଆ ରେକର୍ଡ କରି ଆସୁଛନ୍ତି। କିନ୍ତୁ ଲାଗୁଛି ଏଥିର ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ବଡ଼ ଝଟକା ଦେଇଛନ୍ତି।  ତିନି ଦିନରେ ତାଙ୍କ ଫିଲ୍ମ ୧୦୦ କୋଟି ଟଙ୍କା ଆୟ କରୁଥିବା ବେଳେ ‘ଟ୍ୟୁବ୍‌ଲାଇଟ୍’ କିନ୍ତୁ କିଛି ଖାସ୍ କରିପାରିନି। ପ୍ରଥମ ଓ ଦ୍ୱିତୀୟ ଦିନରେ ଫିଲ୍ମଟି ପ୍ରାୟ ୪୨ କୋଟି ଆୟ କରି ଥିବା ବେଳେ ତୃତୀୟ ଦିନରେ ୨୨.୪୫ ଆୟ କରିଛି। […]

tubelight

tubelight

Rakesh Mallick
  • Published: Monday, 26 June 2017
  • Updated: 26 June 2017, 02:27 PM IST

Sports

Latest News

ମୁମ୍ବାଇ: ୨୦୦୮ ରୁ ୨୦୧୬ ସଲମାନଜ ଖାନ ଲଗାତାର ଭାବେ ବକ୍ସ ଅଫିସ୍‌ରେ ବଢ଼ିଆ ରେକର୍ଡ କରି ଆସୁଛନ୍ତି। କିନ୍ତୁ ଲାଗୁଛି ଏଥିର ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ବଡ଼ ଝଟକା ଦେଇଛନ୍ତି।  ତିନି ଦିନରେ ତାଙ୍କ ଫିଲ୍ମ ୧୦୦ କୋଟି ଟଙ୍କା ଆୟ କରୁଥିବା ବେଳେ ‘ଟ୍ୟୁବ୍‌ଲାଇଟ୍’ କିନ୍ତୁ କିଛି ଖାସ୍ କରିପାରିନି। ପ୍ରଥମ ଓ ଦ୍ୱିତୀୟ ଦିନରେ ଫିଲ୍ମଟି ପ୍ରାୟ ୪୨ କୋଟି ଆୟ କରି ଥିବା ବେଳେ ତୃତୀୟ ଦିନରେ ୨୨.୪୫ ଆୟ କରିଛି। ଏହିଭଳି ଭାବେ ତିନି ଦିନରେ ଫିଲ୍ମଟି ମାତ୍ର ୬୬.୭୭ କୋଟି ଟଙ୍କା ଆୟ କରିଛି। ୨୦୧୧ରେ ଇଦ୍‌ ଅବସରରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ୫ ଦିନରେ ୮୮.୭୫ କୋଟି ଆୟ କରିଥିଲା। ୨୦୧୨ରେ ଇଦ୍ ଅବସରରେ ରିଲିଜ୍ ହୋଇଥିଲା ତାଙ୍କ ଅଭିନୀତ ‘ଏକ୍ ଥା ଟାଇଗର’। ଏହା ପ୍ରଥମ ୫ ଦିନରେ ୧୦୦ କୋଟି ଆୟ କରିଥିଲା। ୨୦୧୫ରେ ଏହି ସମୟରେ ରିଲିଜ୍ ହୋଇଥିବା ‘ବଜରଙ୍ଗୀ ଭାଇଜାନ୍’ ୧୦୨.୬୦ କୋଟି ଆୟ କରିଥିଲା। ଗତବର୍ଷ ଇଦ୍‌ରେ ରିଲିଜ୍ ହୋଇଥିବା ‘ସୁଲତାନ’ ପ୍ରଥମ ୫ ଦିନରେ ୧୦୫.୫୩ କୋଟି ଆୟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story