ନିର୍ଦ୍ଦେଶକଙ୍କୁ ୫୦୦ଟଙ୍କାର ସହାୟତା ମାଗିଲେ ଶନ୍ନା ଖାନ୍‌

ମୁମ୍ବାଇ: ବିମୁଦ୍ରାକରଣ ସମୟରରେ ୫୦୦ଟଙ୍କା ପାଇଁ ନିର୍ଦ୍ଦେଶକଙ୍କୁ ସହାୟତା ମାଗିଥିଲେ ଅଭିନେତ୍ରୀ ଶନ୍ନା ଖାନ୍‌। ଏହି କଥା ଶନ୍ନା  ନିକଟରେ ରିଲିଜ ହେବାକୁ ଥିବା ‘ବଜହ ତୁମ ହୋ’ର ପ୍ରମୋସନ ବେଳେ କହିଛନ୍ତି। ନିତିଦିନ କିଛି ଖାଦ୍ୟ ପାଇଁ ସେ ନିର୍ଦ୍ଦେଶକ ବିସାଲ ପାଣ୍ଡୟାଙ୍କ ନିକଟରୁ ୫୦୦ଟଙ୍କାର ସାହାଯ୍ୟ ନେଇଥିଲେ। ଖାଲି ଶନ୍ନାଙ୍କ ଏହି ଅବସ୍ଥା ନଥିଲା। କିଛି ଏମିତି ଅବସ୍ଥା ତାଙ୍କ କୋଷ୍ଟାର ଗୁରମିତ୍‌ ଚୌଧୁରୀଙ୍କର ମଧ୍ୟ ଥିଲା। ତେବେ କମ୍‌ ଟଙ୍କାରେ ମଧ୍ୟ କିପରି […]

sana-khan

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 02:16 PM IST

ମୁମ୍ବାଇ: ବିମୁଦ୍ରାକରଣ ସମୟରରେ ୫୦୦ଟଙ୍କା ପାଇଁ ନିର୍ଦ୍ଦେଶକଙ୍କୁ ସହାୟତା ମାଗିଥିଲେ ଅଭିନେତ୍ରୀ ଶନ୍ନା ଖାନ୍‌। ଏହି କଥା ଶନ୍ନା  ନିକଟରେ ରିଲିଜ ହେବାକୁ ଥିବା ‘ବଜହ ତୁମ ହୋ’ର ପ୍ରମୋସନ ବେଳେ କହିଛନ୍ତି।

ନିତିଦିନ କିଛି ଖାଦ୍ୟ ପାଇଁ ସେ ନିର୍ଦ୍ଦେଶକ ବିସାଲ ପାଣ୍ଡୟାଙ୍କ ନିକଟରୁ ୫୦୦ଟଙ୍କାର ସାହାଯ୍ୟ ନେଇଥିଲେ। ଖାଲି ଶନ୍ନାଙ୍କ ଏହି ଅବସ୍ଥା ନଥିଲା। କିଛି ଏମିତି ଅବସ୍ଥା ତାଙ୍କ କୋଷ୍ଟାର ଗୁରମିତ୍‌ ଚୌଧୁରୀଙ୍କର ମଧ୍ୟ ଥିଲା। ତେବେ କମ୍‌ ଟଙ୍କାରେ ମଧ୍ୟ କିପରି ଚଳି ହେବ ତାହା ବିମୁଦ୍ରାକରଣ ତାଙ୍କୁ ଶିଖାଇଥିବା ଗୁରମିତ୍‌ କହିଛନ୍ତି।

Related story