ସଞ୍ଜୟଙ୍କ ବାୟୋପିକ୍‌ରେ ରଣବୀର ହେବେ ନାୟକ

ମୁମ୍ବାଇ: ବଲିଉଡରେ ଏବେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌କୁ ନେଇ ଖୁବ୍‌ ଚର୍ଚ୍ଚା। ଫିଲ୍ମର ଲିଡ୍‌ ରୋଲରେ ମାନେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁର ନଜରକୁ ଆସିବେ। ସଞ୍ଜୟଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ଭୂମିକାରେ ନେହା ବାଜପେୟୀ ନଜରକୁ ଆସିବେ ବୋଲି ଶୁଣିବାକୁ ମିଳୁଛି। ନେହା ହେଉଛନ୍ତି ମନୋଜ ବାଜପାୟୀଙ୍କ ପତ୍ନୀ। ଶେଷଥର ତାଙ୍କୁ ସଂଜୟ ଗୁପ୍ତାଙ୍କ ଫିଲ୍ମ ‘ଏସିଡ୍‌ ଫ୍ୟାକଟ୍ରି’ରେ ନଜର ଆସିଥିଲେ। ଫିଲ୍ମରେ ସୋନମ କପୁର ଥିବା କଥା ଶୁଣିବାକୁ ମିଳୁଥିବା ବେଳେ ଏନେଇ […]

sanjay-dutt

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 06:15 PM IST

ମୁମ୍ବାଇ: ବଲିଉଡରେ ଏବେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌କୁ ନେଇ ଖୁବ୍‌ ଚର୍ଚ୍ଚା। ଫିଲ୍ମର ଲିଡ୍‌ ରୋଲରେ ମାନେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁର ନଜରକୁ ଆସିବେ। ସଞ୍ଜୟଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ଭୂମିକାରେ ନେହା ବାଜପେୟୀ ନଜରକୁ ଆସିବେ ବୋଲି ଶୁଣିବାକୁ ମିଳୁଛି।

ନେହା ହେଉଛନ୍ତି ମନୋଜ ବାଜପାୟୀଙ୍କ ପତ୍ନୀ। ଶେଷଥର ତାଙ୍କୁ ସଂଜୟ ଗୁପ୍ତାଙ୍କ ଫିଲ୍ମ ‘ଏସିଡ୍‌ ଫ୍ୟାକଟ୍ରି’ରେ ନଜର ଆସିଥିଲେ। ଫିଲ୍ମରେ ସୋନମ କପୁର ଥିବା କଥା ଶୁଣିବାକୁ ମିଳୁଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Related story