“ଭୂମି”ରେ ଆସୁଛନ୍ତି ସଞ୍ଜୟଦତ୍ତ 

ବଲିଉଡ୍‌କୁ  ସଞ୍ଜୟଦତ୍ତଙ୍କ କମ୍‌ବ୍ୟାକ୍। ଦୀର୍ଘଦିନ ଧରି ପରଦା ଠାରୁ ଦୂରେଇ ରହିଥିବା ଭେଟେରାନ ଆକ୍ଟର ସଞ୍ଜୟ ଦତ୍ତଙ୍କୁ  ପୁଣି ଥରେ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ। ତାଙ୍କ ଅଭିନୀତି ଆଗାମୀ ଫିଲ୍ମ “ଭୂମି” ସେପ୍ଟେମ୍ବର ୨୨ରେ ରିଲିଜ୍‌  ହେବ। ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସଞ୍ଜୟଙ୍କ ଦମ୍‌ଦାର ଆକ୍ସନ ଦେଖିବାକୁ ମିଳିବ। ଭୂଷଣ କୁମାର ଏବଂ ସନ୍ଦିପ ସିଂଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଅଗଷ୍ଟ ୪ ତାରିଖରେ ରିଲିଜ୍‌ ହେବାର ଥିଲା।  ହେଲେ କୌଣସି ଅସୁବିଧା ହେତୁ […]

sanjay-1

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 05:56 PM IST

ବଲିଉଡ୍‌କୁ  ସଞ୍ଜୟଦତ୍ତଙ୍କ କମ୍‌ବ୍ୟାକ୍। ଦୀର୍ଘଦିନ ଧରି ପରଦା ଠାରୁ ଦୂରେଇ ରହିଥିବା ଭେଟେରାନ ଆକ୍ଟର ସଞ୍ଜୟ ଦତ୍ତଙ୍କୁ  ପୁଣି ଥରେ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ। ତାଙ୍କ ଅଭିନୀତି ଆଗାମୀ ଫିଲ୍ମ “ଭୂମି” ସେପ୍ଟେମ୍ବର ୨୨ରେ ରିଲିଜ୍‌  ହେବ। ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସଞ୍ଜୟଙ୍କ ଦମ୍‌ଦାର ଆକ୍ସନ ଦେଖିବାକୁ ମିଳିବ। ଭୂଷଣ କୁମାର ଏବଂ ସନ୍ଦିପ ସିଂଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଅଗଷ୍ଟ ୪ ତାରିଖରେ ରିଲିଜ୍‌ ହେବାର ଥିଲା। 

ହେଲେ କୌଣସି ଅସୁବିଧା ହେତୁ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା।  ନିକଟରେ ଏହି ଫିଲ୍ଲର କ୍ଲାଇମେକ୍ସ ପାର୍ଟର ସୁଟିଂ ଶେଷ ହୋଇଛି। ବାପ ଝିଅ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଆଉ ତିକ୍ତ ସମ୍ପର୍କକକୁ ନେଇ କାହାଣୀ ଗତିଶୀଳ ହୋଇଛି।

Related story