‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ରେ ଡେବ୍ୟୁ କରିବେ ସାରା ଓ ଇଶାନ୍‌

ମୁମ୍ବାଇ: ସୈଫ୍‌ ଅଲ୍ଲୀଖାନ୍‌ ଓ ଅମ୍ରିତା ସିଂହଙ୍କ ଝିଅ ସାରା ଖାନ୍‌ ଓ ଶାହିଦ କାପୁରଙ୍କ ସମ୍ପର୍କୀୟ ଭାଇ ଇଶାନ୍‌ ଖଟ୍ଟର ଖୁବଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ୨୦୧୨ରେ କରନ୍‌ ଜୋହରଙ୍କ ନିର୍ଦ୍ଦେଶିକ ବ୍ଲକବ୍ଲଷ୍ଟର ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ସିକ୍ୟୁଏଲ୍‌ରେ ସାରା ଓ ଇଶାନ୍‌ ବଲିଉଡ୍‌ରେ ଏଣ୍ଟ୍ରି ମାରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଧର୍ମା ପ୍ରଡକ୍ସସନ୍ସ ବ୍ୟାନରରେ ମୋହିତ ସୁରିଙ୍କ ପ୍ରଯୋଜନାରେ ଏହି ନବାଗତ ଯୋଡି ବଲିଉଡ୍‌ରେ ପ୍ରବେଶ କରିବେ ବୋଲି […]

sara-karan-issan

sara-karan-issan

Rakesh Mallick
  • Published: Monday, 30 May 2016
  • Updated: 30 May 2016, 04:51 PM IST

ମୁମ୍ବାଇ: ସୈଫ୍‌ ଅଲ୍ଲୀଖାନ୍‌ ଓ ଅମ୍ରିତା ସିଂହଙ୍କ ଝିଅ ସାରା ଖାନ୍‌ ଓ ଶାହିଦ କାପୁରଙ୍କ ସମ୍ପର୍କୀୟ ଭାଇ ଇଶାନ୍‌ ଖଟ୍ଟର ଖୁବଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

୨୦୧୨ରେ କରନ୍‌ ଜୋହରଙ୍କ ନିର୍ଦ୍ଦେଶିକ ବ୍ଲକବ୍ଲଷ୍ଟର ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ସିକ୍ୟୁଏଲ୍‌ରେ ସାରା ଓ ଇଶାନ୍‌ ବଲିଉଡ୍‌ରେ ଏଣ୍ଟ୍ରି ମାରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଧର୍ମା ପ୍ରଡକ୍ସସନ୍ସ ବ୍ୟାନରରେ ମୋହିତ ସୁରିଙ୍କ ପ୍ରଯୋଜନାରେ ଏହି ନବାଗତ ଯୋଡି ବଲିଉଡ୍‌ରେ ପ୍ରବେଶ କରିବେ ବୋଲି ଆଶା କରାଯାଉଛି।

କିନ୍ତୁ ନିକଟରେ ଏହି ଫିଲ୍ମରେ ‘ବାଗି’ଷ୍ଟାର ଟାଇଗର ଶ୍ରଫ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା।

ସୂଚନାଯୋଗ୍ୟ, ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ ଫିଲ୍ମରେ ସିଦ୍ଧାର୍ଥ ମାଲୋହୋତ୍ରା, ବରୁଣ ଧୱନ୍‌ ଓ ଆଲିଆ ଭଟ୍ଟ ଏଣ୍ଟ୍ରି ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story