ମୁଁ ଜଣେ ହିରୋ, ସବୁଦିନ ପାଇଁ ହିରୋ ହୋଇ ରହିବି: ଶାହାରୁଖ

ମୁମ୍ବାଇ: ଫିଲ୍ମ ‘ରଇସ୍‌’ରେ ମଦ ମାଫିଆ ଠାରୁ ବିଧାୟକ ପର୍ଯ୍ୟନ୍ତ ଭୂମିକାରେ ନଜର ଆସିଥିବା ଶାହାରୁଖ ନିଜ ଜୀବନରେ କେବେ ବି ରାଜନୀତି ସହ ଜଡ଼ିତ ହେବେ ନାହିଁ ବୋଲି କହିଛନ୍ତି। ଏହି କଥା ନିକଟରେ ଶାହାରୁଖ ‘ରଇସ’ର ସକସେସ୍‌ ପାର୍ଟିରେ କହିଛନ୍ତି। ସେ କହିଛନ୍ତି, “ମୋତେ କେବଳ ଅଭିନୟ କରିବା ପସନ୍ଦ। ରାଜନୀତି ସଂପର୍କରେ ମୁଁ କିଛି ଜାଣେ ନାହିଁ ଏବଂ ରାଜନୀତିରେ ପାଦ ଦେବା ପାଇଁ କେବେ ଇଛା ମଧ୍ୟ ହୋଇ ନାହିଁ। ମୁଁ  […]

raees-sucess-party

Rakesh Mallick
  • Published: Tuesday, 31 January 2017
  • , Updated: 31 January 2017, 04:53 PM IST

ମୁମ୍ବାଇ: ଫିଲ୍ମ ‘ରଇସ୍‌’ରେ ମଦ ମାଫିଆ ଠାରୁ ବିଧାୟକ ପର୍ଯ୍ୟନ୍ତ ଭୂମିକାରେ ନଜର ଆସିଥିବା ଶାହାରୁଖ ନିଜ ଜୀବନରେ କେବେ ବି ରାଜନୀତି ସହ ଜଡ଼ିତ ହେବେ ନାହିଁ ବୋଲି କହିଛନ୍ତି। ଏହି କଥା ନିକଟରେ ଶାହାରୁଖ ‘ରଇସ’ର ସକସେସ୍‌ ପାର୍ଟିରେ କହିଛନ୍ତି।

ସେ କହିଛନ୍ତି, “ମୋତେ କେବଳ ଅଭିନୟ କରିବା ପସନ୍ଦ। ରାଜନୀତି ସଂପର୍କରେ ମୁଁ କିଛି ଜାଣେ ନାହିଁ ଏବଂ ରାଜନୀତିରେ ପାଦ ଦେବା ପାଇଁ କେବେ ଇଛା ମଧ୍ୟ ହୋଇ ନାହିଁ। ମୁଁ  ଜଣେ ହିରୋ ଓ ସବୁଦିନ ପାଇଁ ହିରୋ ହୋଇ ରହିବାକୁ ଚାହେଁ।”

Related story