‘ବାହୁବଲୀ’ର ଆଇଟମ୍‌ ଗାର୍ଲଙ୍କୁ ଅସଦାଚାରଣ ଅଭିଯୋଗ

ମୁମ୍ବାଇ: ‘ବାହୁବଲୀ ଦି ବିଗିନିଙ୍ଗ’ର ଆଇଟମ ଗୀତରେ ଠୁମକା ଲଗାଇଥିବା ସ୍କ୍ରଲେଟ ଉଇଲସନ୍‌ ଅସଦାଚରଣର ଶିକାର ହୋଇଛନ୍ତି। ଏକ ଫିଲ୍ମର ସୁଟିଂ ବେଳେ ସ୍କ୍ରଲେଟ୍‌ ସହ ଅଭିନେତାଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସେଟ୍‌ରେ ଅଭିନେତା ଜଣଙ୍କ ତାଙ୍କୁ ଅଶ୍ଲୀଳ ଭାଷାରେ ଏକ କମେଣ୍ଟ ମାରିଥିଲେ। ଯାହାକୁ ସ୍କ୍ରଲେଟ୍‌ ସହ୍ୟ କରିପାରିଲେନି। ସେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ଅଭିନେତାଙ୍କ ଗାଲକୁ ଏକ ଚାପୁଡା ମାରିଥିଲେ। ଅଭିନେତା ଜଣଙ୍କ ହେଲେ ଉମାକାନ୍ତ ରାୟ। ଏହି ଘଟଣା […]

scarlettwilson

scarlettwilson

Rakesh Mallick
  • Published: Wednesday, 02 August 2017
  • Updated: 02 August 2017, 01:25 PM IST

Sports

Latest News

ମୁମ୍ବାଇ: ‘ବାହୁବଲୀ ଦି ବିଗିନିଙ୍ଗ’ର ଆଇଟମ ଗୀତରେ ଠୁମକା ଲଗାଇଥିବା ସ୍କ୍ରଲେଟ ଉଇଲସନ୍‌ ଅସଦାଚରଣର ଶିକାର ହୋଇଛନ୍ତି। ଏକ ଫିଲ୍ମର ସୁଟିଂ ବେଳେ ସ୍କ୍ରଲେଟ୍‌ ସହ ଅଭିନେତାଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ସେଟ୍‌ରେ ଅଭିନେତା ଜଣଙ୍କ ତାଙ୍କୁ ଅଶ୍ଲୀଳ ଭାଷାରେ ଏକ କମେଣ୍ଟ ମାରିଥିଲେ। ଯାହାକୁ ସ୍କ୍ରଲେଟ୍‌ ସହ୍ୟ କରିପାରିଲେନି। ସେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ଅଭିନେତାଙ୍କ ଗାଲକୁ ଏକ ଚାପୁଡା ମାରିଥିଲେ। ଅଭିନେତା ଜଣଙ୍କ ହେଲେ ଉମାକାନ୍ତ ରାୟ। ଏହି ଘଟଣା ପରେ ସ୍କ୍ରଲେଟ୍‌ ସୁଟିଂ ସେଟ୍‌ ଛାଡି ଚାଲି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story