ବିମାନରେ ଆବ୍ରାମଙ୍କ ଜନ୍ମଦିନ ପାଳିଲେ ଶାହାରୁଖ

ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖ୍ ତାଙ୍କ ସାନ ପୁଅ ଆବ୍ରାମଙ୍କ ତୃତୀୟ ଜନ୍ମଦିନ ବିମାନରେ ପାଳନ କରିଛନ୍ତି। ଭାରତ ଫେରିବା ବାଟରେ ବିମାନରେ ସେ ଆବ୍ରାମଙ୍କ ଜନ୍ମ ଦିନ ପାଳନ କରିଥିବା ନେଇ ଟ୍ୱିଟ୍‌ର ଯୋଗେ ସୂଚନା ଦେଇଛନ୍ତି। ୨୦୧୩ ମେ’ ୨୭ ତାରିଖରେ ଆବ୍ରାମ ଜନ୍ମ ହୋଇଥିଲେ। ଶାହରୁଖ ଶେଷ ଥର ପାଇଁ ୟଶ ରାଜ ଫିଲ୍ମସ୍‌ର ‘ଫ୍ୟାନ୍‌’ରେ ଦେଖିବାକୁ ମିଳିଥିଲେ। ତାଙ୍କର ‘ରଇସ୍’ ରିଲିଜ୍ ଅପେକ୍ଷାରେ ଅଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ […]

shahrukh

shahrukh

Rakesh Mallick
  • Published: Friday, 27 May 2016
  • Updated: 27 May 2016, 07:47 AM IST

Sports

Latest News

ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖ୍ ତାଙ୍କ ସାନ ପୁଅ ଆବ୍ରାମଙ୍କ ତୃତୀୟ ଜନ୍ମଦିନ ବିମାନରେ ପାଳନ କରିଛନ୍ତି। ଭାରତ ଫେରିବା ବାଟରେ ବିମାନରେ ସେ ଆବ୍ରାମଙ୍କ ଜନ୍ମ ଦିନ ପାଳନ କରିଥିବା ନେଇ ଟ୍ୱିଟ୍‌ର ଯୋଗେ ସୂଚନା ଦେଇଛନ୍ତି।

୨୦୧୩ ମେ’ ୨୭ ତାରିଖରେ ଆବ୍ରାମ ଜନ୍ମ ହୋଇଥିଲେ।

ଶାହରୁଖ ଶେଷ ଥର ପାଇଁ ୟଶ ରାଜ ଫିଲ୍ମସ୍‌ର ‘ଫ୍ୟାନ୍‌’ରେ ଦେଖିବାକୁ ମିଳିଥିଲେ। ତାଙ୍କର ‘ରଇସ୍’ ରିଲିଜ୍ ଅପେକ୍ଷାରେ ଅଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ଢୋଲକିଆ। ଏଥିରେ ନୱାଜୁଦ୍ଦିନ ସିଦ୍ଦକି ଓ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos