‘ଚକ୍‌ ଦେ! ଇଣ୍ଡିଆ’ ପାଇଁ ଶାହାରୁଖ୍ ନଥିଲେ ପ୍ରଥମ ପ୍ରସନ୍ଦ

ମୁମ୍ବାଇ: ୨୦୦୭ ମସିହା ଅଗଷ୍ଟ ୧୦ ତାରିଖରେ ରିଲିଜ୍ ହୋଇଥିଲା ଶାହାରୁଖ୍ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଚକ୍‌ ଦେ! ଇଣ୍ଡିଆ’। ଆଜି ଏ ଫିଲ୍ମକୁ ୧୨ ବର୍ଷ ପୂରିଛି। ଫିଲ୍ମଟି ସୁପର୍‌ହିଟ୍ ହୋଇଥିଲା। ଲୋକେ ଫିଲ୍ମ ସହିତ ଶାହାରୁଖ୍‌ଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ବି ପାଇଥିଲେ। ଏଥିରେ କିଙ୍ଗ୍‌ ଖାନ୍‌ ତାଙ୍କର ଚିରାଚରିତ ‘ରୋମାଣ୍ଟିକ୍‌’ ଚରିତ୍ରରୁ ବାହାରି ହକି କୋଚ୍ ‘କବିର […]

sharukh

sharukh

Jitendra Garnayak
  • Published: Saturday, 10 August 2019
  • Updated: 10 August 2019, 01:27 PM IST

Sports

Latest News

ମୁମ୍ବାଇ: ୨୦୦୭ ମସିହା ଅଗଷ୍ଟ ୧୦ ତାରିଖରେ ରିଲିଜ୍ ହୋଇଥିଲା ଶାହାରୁଖ୍ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଚକ୍‌ ଦେ! ଇଣ୍ଡିଆ’। ଆଜି ଏ ଫିଲ୍ମକୁ ୧୨ ବର୍ଷ ପୂରିଛି। ଫିଲ୍ମଟି ସୁପର୍‌ହିଟ୍ ହୋଇଥିଲା। ଲୋକେ ଫିଲ୍ମ ସହିତ ଶାହାରୁଖ୍‌ଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ବି ପାଇଥିଲେ। ଏଥିରେ କିଙ୍ଗ୍‌ ଖାନ୍‌ ତାଙ୍କର ଚିରାଚରିତ ‘ରୋମାଣ୍ଟିକ୍‌’ ଚରିତ୍ରରୁ ବାହାରି ହକି କୋଚ୍ ‘କବିର ଖାନ୍‌’ ଭୂମିକାରେ ଅଭିନୟ କରିଥିଲେ। ଅବଶ୍ୟ ୨୦୦୪ରେ ରିଲିଜ୍ ହୋଇଥିବା ‘ସ୍ୱଦେଶ’ ଫିଲ୍ମରେ ବି ତାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲେ। ଏଥିରେ ସେ ନାସାର ଜଣେ ବୈଜ୍ଞାନିକ ଭୂମିକାରେ ଅଭିନୟ କରିଥିଲେ।

ଫିଲ୍ମରେ ଶାହାରୁଖ୍‌ଙ୍କ ଯେଉଁ ସବୁ ଚରିତ୍ରଗୁଡ଼ିକୁ ବେଶ୍ ପ୍ରଶଂସା କରାଯାଏ, ସେଥିରୁ ଗୋଟିଏ ହେଉଛି ‘ଚକ୍‌ ଦା! ଇଣ୍ଡିଆ’ର ଏହି ‘କବିର ଖାନ୍’ ଚରିତ୍ର। ତେବେ ଜାଣନ୍ତି, ଏହି ଚରିତ୍ର ପାଇଁ ଶାହାରୁଖ୍ ଆଦୌ ପ୍ରଥମ ପସନ୍ଦ ନଥିଲେ। ଏମିତି କି ଫିଲ୍ମର କାହାଣୀ ଲେଖାଯାଉଥିବା ବେଳେ ତାଙ୍କୁ ମୁଖ୍ୟ ଭୂମିକରେ ନେବା ପାଇଁ କେହି ଚିନ୍ତା ବି କରି ନଥିଲେ।

shahrukh1‘କବିର ଖାନ୍‌’ଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରଥମେ ଆଉ ଜଣେ ଖାନ୍‌ଙ୍କୁ ଦିଆଯାଇଥିଲା ଅଫର୍‌। ସେ ହେଉଛନ୍ତି ସଲ୍‌ମାନ୍ ଖାନ୍‌। ତେବେ ଫିଲ୍ମର ନିର୍ଦ୍ଦେଶକଙ୍କ ସହିତ ମତାନ୍ତର ହେବାରୁ ସଲ୍‌ମାନ୍ ଏଥିରେ ଅଭିନୟ କରିବାକୁ ମନା କରି ଦେଇଥିଲେ। କୁହାଯାଏ, ଫିଲ୍ମର ନାଁକୁ ନେଇ ସଲ୍‌ମାନ୍‌ ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ମତାନ୍ତର ହୋଇଥିଲା।

ଆହୁରି ମଧ୍ୟ କୁହାଯାଏ, ‘କବିର ଖାନ୍‌’ ଚରିତ୍ରରେ ଅଭିନୟ କରିବାକୁ ଅକ୍ଷୟ କୁମାର ଓ ଜନ୍‌ ଅବ୍ରାହମ୍‌ଙ୍କୁ ବି ଅଫର୍ ଦିଆଯାଇଥିଲା। ତେବେ ଶେଷରେ ଶାହାରୁଖ ଏଥିରେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story