ପରଦାକୁ ଆସିଲା ‘ସିଷ୍ଟର ଶ୍ରୀଦେବୀ’,ଡବଲ ରୋଲରେ କମାଲ କରୁଛନ୍ତି ବାବୁସାନ୍‌

ଭୁବନେଶ୍ୱର: ରଜ ଉପଲକ୍ଷେ ଆଜି ପରଦାକୁ ଆସିଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ  ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’।  ଫିଲ୍ମର ଲିଡ୍ ରୋଲରେ ନଜରକୁ ଆସିଛନ୍ତି ବାବୁସାନ। ବାବୁସାନଙ୍କ ଅପୋଜିଟରେ ଅଛନ୍ତି ଶିବାନୀ। ଓଲିଉଡ୍‌ର ଚକୋଲେଟ୍ ବୟ ବାବୁସାନ ରଜରେ ଜଲଓ୍ୱା ଦେଖାଇଛନ୍ତି । ଦର୍ଶକଙ୍କ ପାଖକୁ ଆସିଛନ୍ତି ଡବଲ୍ ରୋଲ୍‌ରେ। ତା’ପୁଣି ଉଭୟ ପୁରୁଷ ଓ ମହିଳା ରୋଲ୍‌ରେ। ବାବୁସାନ ଏବଂ ଅଶୋକ ପତି କେମେଷ୍ଟ୍ରି ପୂର୍ବରୁ ଓଲିଉଡରେ ହିଟ୍‌ ସାବ୍ୟସ୍ତ ହୋଇଛି। ‘ସିଷ୍ଟର ଶ୍ରୀଦେବୀ’କୁ ସେହିଭଳି […]

sistter

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 01:32 PM IST

ଭୁବନେଶ୍ୱର: ରଜ ଉପଲକ୍ଷେ ଆଜି ପରଦାକୁ ଆସିଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ  ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’।  ଫିଲ୍ମର ଲିଡ୍ ରୋଲରେ ନଜରକୁ ଆସିଛନ୍ତି ବାବୁସାନ। ବାବୁସାନଙ୍କ ଅପୋଜିଟରେ ଅଛନ୍ତି ଶିବାନୀ।

ଓଲିଉଡ୍‌ର ଚକୋଲେଟ୍ ବୟ ବାବୁସାନ ରଜରେ ଜଲଓ୍ୱା ଦେଖାଇଛନ୍ତି । ଦର୍ଶକଙ୍କ ପାଖକୁ ଆସିଛନ୍ତି ଡବଲ୍ ରୋଲ୍‌ରେ। ତା’ପୁଣି ଉଭୟ ପୁରୁଷ ଓ ମହିଳା ରୋଲ୍‌ରେ।

ବାବୁସାନ ଏବଂ ଅଶୋକ ପତି କେମେଷ୍ଟ୍ରି ପୂର୍ବରୁ ଓଲିଉଡରେ ହିଟ୍‌ ସାବ୍ୟସ୍ତ ହୋଇଛି। ‘ସିଷ୍ଟର ଶ୍ରୀଦେବୀ’କୁ ସେହିଭଳି ରେସ୍‌ପନ୍ସ ମିଳିବ ବୋଲି ଆଶା କରାଯାଉଛି। ଅଭିଜିତ ମଜୁମଦାରଙ୍କ ନିର୍ଦ୍ଦେଶନାରେ ଫିଲ୍ମର ଗୀତ ଗୁଡିକ ହିଟ୍ ହୋଇସାରିଛି।

Related story