ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ୍‌ କଲେ ମା’ଝିଅ

ମୁମ୍ବାଇ: ବଲିଉଡ୍‌ ସବୁଠାରୁ ଷ୍ଟାଇଲିଷ୍ଟ୍‌ ମା’ଝିଅ ଭାବେ ଜଣାଶୁଣା ଶ୍ରୀଦେବୀ  ଓ ଜାହ୍ନବୀ  ପୁଣି ଥରେ ସେମାନଙ୍କ ଫଟୋ ସୋସିଆଲ୍ ମିଡିଆ ସାଇଟ୍ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି। ଉଭୟ ସୁନ୍ଦର ଗାଉନରେ ଏହି ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍ କରିଛନ୍ତି। ଏହି ଫଟୋକୁ  ମନୀଷ ମାଲହୋତ୍ରାଙ୍କ ଡିନର ପାର୍ଟିରେ ଉଠାଇଥିଲେ। ଶ୍ରୀଦେବୀଙ୍କୁ ଶେଷଥର ପାଇଁ ଫିଲ୍ମ ‘ଇଂଲିସ୍ ଫିଙ୍ଗିଲିସ୍‌’ ଦେଖିବାକୁ ମିଳିଥିଲା। ବହୁତ ଶୀଘ୍ର କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିବେ ଜାହ୍ମବୀ।

sridevi_jhanvi

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 12:50 PM IST

ମୁମ୍ବାଇ: ବଲିଉଡ୍‌ ସବୁଠାରୁ ଷ୍ଟାଇଲିଷ୍ଟ୍‌ ମା’ଝିଅ ଭାବେ ଜଣାଶୁଣା ଶ୍ରୀଦେବୀ  ଓ ଜାହ୍ନବୀ  ପୁଣି ଥରେ ସେମାନଙ୍କ ଫଟୋ ସୋସିଆଲ୍ ମିଡିଆ ସାଇଟ୍ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି। ଉଭୟ ସୁନ୍ଦର ଗାଉନରେ ଏହି ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍ କରିଛନ୍ତି। ଏହି ଫଟୋକୁ  ମନୀଷ ମାଲହୋତ୍ରାଙ୍କ ଡିନର ପାର୍ଟିରେ ଉଠାଇଥିଲେ।

ଶ୍ରୀଦେବୀଙ୍କୁ ଶେଷଥର ପାଇଁ ଫିଲ୍ମ ‘ଇଂଲିସ୍ ଫିଙ୍ଗିଲିସ୍‌’ ଦେଖିବାକୁ ମିଳିଥିଲା। ବହୁତ ଶୀଘ୍ର କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିବେ ଜାହ୍ମବୀ।

Related story