ଗୀତ ବୋଲି ସୋହେଲଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଲେ ସଲମାନ

ମୁମ୍ବାଇ: ନିକଟରେ ସଲମାନ ତାଙ୍କ ସାନ ଭାଇ ସୋହେଲ ଖାନ୍‌ଙ୍କ ଜନ୍ମଦିନ ଖୁବ୍‌ ଖୁସିର ସହ ମନାଇଛନ୍ତି। ଭାଇର ଜନ୍ମଦିନ ଖୁସିରେ ସଲମାନ ଏକ ପାର୍ଟି ଦେଇଥିଲେ। ତେବେ ସବୁଠୁ ଜମାଦାର କଥା ହେଲା ଏହି ପାର୍ଟିରେ ସଲମାନ, ମିକା ସିଂଙ୍କ ସହ ମିଶି ‘ହାପି ବାର୍ଥ ଡେ’ ଗୀତ ବୋଲିଥିଲେ। ସଲମାନଙ୍କ ଏହି ଗୀତ ବୋଲୁଥିବାର ଭିଡିଓ ମିକା ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଭିଡିଓରେ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

salmankhan

Rakesh Mallick
  • Published: Wednesday, 21 December 2016
  • , Updated: 21 December 2016, 05:15 PM IST

ମୁମ୍ବାଇ: ନିକଟରେ ସଲମାନ ତାଙ୍କ ସାନ ଭାଇ ସୋହେଲ ଖାନ୍‌ଙ୍କ ଜନ୍ମଦିନ ଖୁବ୍‌ ଖୁସିର ସହ ମନାଇଛନ୍ତି। ଭାଇର ଜନ୍ମଦିନ ଖୁସିରେ ସଲମାନ ଏକ ପାର୍ଟି ଦେଇଥିଲେ। ତେବେ ସବୁଠୁ ଜମାଦାର କଥା ହେଲା ଏହି ପାର୍ଟିରେ ସଲମାନ, ମିକା ସିଂଙ୍କ ସହ ମିଶି ‘ହାପି ବାର୍ଥ ଡେ’ ଗୀତ ବୋଲିଥିଲେ।

ସଲମାନଙ୍କ ଏହି ଗୀତ ବୋଲୁଥିବାର ଭିଡିଓ ମିକା ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଭିଡିଓରେ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲାନୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

Related story