ଦୁବାଇରେ ଭଉଣୀଙ୍କ ସହ ସମୟ କାଟୁଛନ୍ତି ସୋନମ

ମୁମ୍ବାଇ: ନିଜ ବ୍ୟସ୍ତ ଜୀବନରୁ ରିଲାକ୍ସ କରିବା ପାଇଁ ଦୁବାଇରେ ପହଞ୍ଚିଛନ୍ତି ସୋନମ କପୁର। ସେ ତାଙ୍କ ଭଉଣୀଙ୍କ ସହ ଦୁବାଇରେ ସମୟ କାଟୁଛନ୍ତି। ଦୁବାଇରୁ ସୋନମ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି।  ଯେଉଁଥିରେ ସେ ଏକ ଷ୍ଟାଚ୍ୟୁର ପୋଜରେ ଛିଡ଼ା ହୋଇଥିବା ବେଳେ ତାଙ୍କ ଭଉଣୀ ମଧ୍ୟ ତାଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସୋନମଙ୍କ ହୋଟେଲ ରୁମ୍‌ର ବାହାରର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି।  

sonam-kapoor

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 05:20 PM IST

ମୁମ୍ବାଇ: ନିଜ ବ୍ୟସ୍ତ ଜୀବନରୁ ରିଲାକ୍ସ କରିବା ପାଇଁ ଦୁବାଇରେ ପହଞ୍ଚିଛନ୍ତି ସୋନମ କପୁର। ସେ ତାଙ୍କ ଭଉଣୀଙ୍କ ସହ ଦୁବାଇରେ ସମୟ କାଟୁଛନ୍ତି।

ଦୁବାଇରୁ ସୋନମ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି।  ଯେଉଁଥିରେ ସେ ଏକ ଷ୍ଟାଚ୍ୟୁର ପୋଜରେ ଛିଡ଼ା ହୋଇଥିବା ବେଳେ ତାଙ୍କ ଭଉଣୀ ମଧ୍ୟ ତାଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସୋନମଙ୍କ ହୋଟେଲ ରୁମ୍‌ର ବାହାରର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି।

 

Related story