ଆସନ୍ତା ବର୍ଷ ଶେଷରେ ସୋନମ କରିବେ ବିବାହ

ମୁମ୍ବାଇ: ଆଜି କାଲି ସୋନମ କପୁର ନିଜ ବିଜନେସମ୍ୟାନ୍‌ ବୟଫ୍ରେଣ୍ଡକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ଦୁହେଁ ପ୍ରଥମଥର ପାଇଁ ‘ରୁସ୍ତମ’ର ସକସେସ ପାର୍ଟିରେ ନଜର ଆସିଥିଲେ। ମୁମ୍ବାଇ ମିରର ଖବର ମୁତାବକ ସୋନମ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଆନନ୍ଦ ଅହୁଜା ୨୦୧୭ର ଶେଷସୁଧା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ଏହି ବାହାଘର ଖବରରେ କେତେଦୂର ସତ୍ୟତା ଅଛି ସୋନମକୁ ପଚାରିବାରୁ ତାଙ୍କ ବ୍ୟକ୍ତିଗତ ଜୀବନରେ ମୁଣ୍ଡ ନ ଖେଳେଇବା ପାଇଁ ସେ […]

sonam-anand

Rakesh Mallick
  • Published: Wednesday, 14 December 2016
  • , Updated: 14 December 2016, 05:56 PM IST

ମୁମ୍ବାଇ: ଆଜି କାଲି ସୋନମ କପୁର ନିଜ ବିଜନେସମ୍ୟାନ୍‌ ବୟଫ୍ରେଣ୍ଡକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହୁଛନ୍ତି। ଦୁହେଁ ପ୍ରଥମଥର ପାଇଁ ‘ରୁସ୍ତମ’ର ସକସେସ ପାର୍ଟିରେ ନଜର ଆସିଥିଲେ।

ମୁମ୍ବାଇ ମିରର ଖବର ମୁତାବକ ସୋନମ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଆନନ୍ଦ ଅହୁଜା ୨୦୧୭ର ଶେଷସୁଧା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ଏହି ବାହାଘର ଖବରରେ କେତେଦୂର ସତ୍ୟତା ଅଛି ସୋନମକୁ ପଚାରିବାରୁ ତାଙ୍କ ବ୍ୟକ୍ତିଗତ ଜୀବନରେ ମୁଣ୍ଡ ନ ଖେଳେଇବା ପାଇଁ ସେ କହିଛନ୍ତି।

କିଛିଦିନ ପୂର୍ବରୁ ଦୁଇ ଲଭ ବାର୍ଡ ଲଣ୍ଡନରେ ଛୁଟି ମନାଇବାକୁ ଯାଇଥିବା ଖବର ପ୍ରକାଶ ପାଇଥିଲା।

Related story