ଫିଲ୍ମ କପି ହେଉଛି କହିବାରୁ ଏମିତି ଉତ୍ତର ଦେଲେ ବୁଦ୍ଧାଦିତ୍ୟ

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଓଲିଉଡ୍‌ର ଜଣେ ଦକ୍ଷ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। କଳାତ୍ମକ ପରିବେଶରେ ତାଙ୍କ ପିଲାଦିନ କଟିଛି। ବୋଧ ହୁଏ ସେଥିପାଇଁ ଅଭିନୟରେ ସେ ପୂରା ନିପୂଣ । ଓଡ଼ିଆ ଭାଷା ସହ ବୁଦ୍ଧାଦିତ୍ୟଙ୍କୁ ହିନ୍ଦୀ ସିରିଏଲ୍‌ରେ ମଧ୍ୟ କାମ କରିବାର ଦେଖିବାକୁ ମିଳିଛି। ପ୍ରଥମେ ହିନ୍ଦୀ ସିରିଏଲ୍‌ ମାଧ୍ୟମରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିରିଏଲ୍‌ ଥିଲା ‘କୁମ୍‌କୁମ୍‌’।  ଦୂରଦର୍ଶନରେ ପ୍ରସାରିତ ହେଉଥିବା ଏହି ଧାରାବାହିକ ସେ ସମୟର ହିଟ୍‌ […]

1

1

Biswobandita Swain
  • Published: Thursday, 11 October 2018
  • Updated: 11 October 2018, 05:09 PM IST

Sports

Latest News

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଓଲିଉଡ୍‌ର ଜଣେ ଦକ୍ଷ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। କଳାତ୍ମକ ପରିବେଶରେ ତାଙ୍କ ପିଲାଦିନ କଟିଛି। ବୋଧ ହୁଏ ସେଥିପାଇଁ ଅଭିନୟରେ ସେ ପୂରା ନିପୂଣ । ଓଡ଼ିଆ ଭାଷା ସହ ବୁଦ୍ଧାଦିତ୍ୟଙ୍କୁ ହିନ୍ଦୀ ସିରିଏଲ୍‌ରେ ମଧ୍ୟ କାମ କରିବାର ଦେଖିବାକୁ ମିଳିଛି।

ପ୍ରଥମେ ହିନ୍ଦୀ ସିରିଏଲ୍‌ ମାଧ୍ୟମରେ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିରିଏଲ୍‌ ଥିଲା ‘କୁମ୍‌କୁମ୍‌’।  ଦୂରଦର୍ଶନରେ ପ୍ରସାରିତ ହେଉଥିବା ଏହି ଧାରାବାହିକ ସେ ସମୟର ହିଟ୍‌ ସିରିଏଲ୍‌ ମଧ୍ୟରୁ ଗୋଟେ ଥିଲା। ଏହାପରେ ବୁଦ୍ଧାଦିତ୍ୟଙ୍କୁ ‘ମେହେର୍‌’, ‘ପ୍ରତିମା’, ‘ୱାରିଶ୍’, ‘କ୍ୟା ହୁଆ ତେରା ୱାଦା’ ପରି ସିରିଏଲ୍‌ରେ ଦେଖିବାକୁ ମିଳିଥିଲା।

୨୦୦୭ରେ ପ୍ରଥମ ଥର ପାଇଁ ବୁଦ୍ଧାଦିତ୍ୟ ଓଡ଼ିଆ ଫିଲ୍ମରେ ନଜର ଆସିଥିଲେ। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ଥିଲା ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’। ଫିଲ୍ମଟି ସଫଳ ହେଲା। ଏହା ପରେ ‘ନନ୍ଦିନୀ ଆଇ ଲଭ୍‌ ୟୁ’ ,‘କୋଉ ଦୁନିଆରୁ ଆସିଲ ବନ୍ଧୁ’, ‘ପାଗଳ କରିଛି ପାଉଁଜି ତୋର’,‘ପ୍ରେମ ରୋଗୀ’,‘ଲୋଫର’ ଏବଂ ‘ବାଏ ବାଏ ଦୁବାଇ’ ପରି ହିଟ୍‌ ଫିଲ୍ମରେ ସେ କାମ କରିଚାଲିଲେ।

ତେବେ ଏଥର ଦଶହରାରେ ବୁଦ୍ଧାଦିତ୍ୟ ଦର୍ଶକଙ୍କୁ ଏକ ନିଆରା ଫିଲ୍ମ ଭେଟି ଦେଇଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ଶ୍ରୀମାନ୍‌ ସୁରଦାଶ’ରେ ବୁଦ୍ଧାଦିତ୍ୟଙ୍କୁ ଏକ ନିଆରା ଭୂମିକାରେ ଦେଖିବାକୁ ମିଳିବ। ବହୁତ୍‌ ଦିନ ପରେ ବୁଦ୍ଧାଦିତ୍ୟ କମେଡି କରିବେ। ଏବଂ ତାଙ୍କର ସେ କମେଡିରେ ଆଉ ଟିକେ ମସଲା ଦେବାପାଇଁ ତାଙ୍କ ସହ ବାବୁସାନ୍‌ ରହିବେ। ଏଥିସବ ଫିଲ୍ମରେ ବବି ମିଶ୍ର ଏବଂ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଭୂମିକା ମଧ୍ୟ ରହିବେ। ତେବେ ୪ଜଣ ବି’ଙ୍କୁ ନେଇ ନିର୍ମାଣ ହେଉଥିବା ଫିଲ୍ମଟି ଦଶହରାରେ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବେ ବୋଲି ଆଶା ରକିଛନ୍ତି ପୂରା ଟିମ୍। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି।

ତେବେ ଏକ ସ୍ୱତନ୍ତ୍ର ସାକ୍ଷାତକାର ବେଳେ ଆମେ ବୁଦ୍ଧାଦିତ୍ୟଙ୍କୁ ଫିଲ୍ମ କପି ହେଉଥିବା ସମ୍ପର୍କରେ ପ୍ରଶ୍ନ କରିଥିଲୁ। ଯାହାର ଉତ୍ତର ରୋକଠୋକ୍‌ ଢଙ୍ଗରେ ଦେଇଥିଲେ ସେ। କ’ଣ କହିଥିଲେ ଜାଣିବାକୁ ଚାହୁଁଛନ୍ତି କି? ତାହେଲେ ଦେଖନ୍ତୁ ଏ ଭିଡିଓ।

https://www.youtube.com/watch?v=QHjD3LFtNzE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story