‘ହାଫ୍‌ ଗାଲଫ୍ରେଣ୍ଡ’ ସୁଟିଂ ବେଳେ ଶ୍ରଦ୍ଧା ଆହତ

ମୁମ୍ବାଇ: ‘ହାଫ ଗାଲଫ୍ରେଣ୍ଡ’ ସୁଟିଂ ବେଳେ ‘ବାଗି’ ଷ୍ଟାର ଶ୍ରଦ୍ଧା କାପୁର ଆହତ ହୋଇଛନ୍ତି। ଜଣେ ବାସ୍କେଟ ବଲ୍‌ ଖେଳାଳୀ ଭୂମିକାରେ ନଜର ଆସିବାକୁଥିବା ଶ୍ରଦ୍ଧା ଅଭ୍ୟାସ କରୁଥିବା ବେଳେ ତାଙ୍କ ପାଦ ଗଣ୍ଠିରେ ଆହତ ଲାଗିଛି। ସେ ତୁରନ୍ତ ହସ୍ପିଟାଲରେ ଭତ୍ତି ହୋଇଛନ୍ତି।

ଏନେଇ ସେ ତାଙ୍କ ଟ୍ୱିଟ୍ଟର ପେଜ୍‌ରେ ସୂଚନା ଦେଇ କହିଛନ୍ତି,“ପାଦ ଗଣ୍ଠିରେ ଆହତ ଲାଗିଛି। ବାସ୍କେଟବଲ୍‌ କୋର୍ଟରେ ଦୌଡିବା ବଳେ ମୁଁ ବହୁତ କଷ୍ଟ ଅନୁଭୋଗ କରୁଥିଲି।”

ଉପନ୍ୟାସିକ ଚେତନ୍‌ ଭଗତଙ୍କ ‘ହାଲ୍ଫ ଗାଲଫ୍ରେଣ୍ଡ’ ଉପନ୍ୟାସରୁ ଏହି ଫିଲ୍ମଟି ନିର୍ମାଣାଧୀନ ରହିଛି। ଏଥଇରେ ଶ୍ରଦ୍ଧାଙ୍କ ବିପକ୍ଷରେ ରହିଛନ୍ତି ୟାଙ୍ଗ୍ରୀ ୟଙ୍ଗମ୍ୟାନ୍‌ ଅର୍ଜୁନ କପୁର। ଏହି ଫିଲ୍ମକୁ ଆଶିକ୍‌-୨ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ତତ୍ତ୍ୱବାଧାନରେ ସୁଟିଂ ଜାରି ରହିଛି।

ଏହା ଆସନ୍ତାବର୍ଷ ଏପ୍ରିଲ ୨୮ରେ ପରଦାକୁ ଆସିବ।

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡିଆରେ ପଶିଯାଇଥିଲେ ମହାଶ୍ୱେତା

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌

ପରଲୋକରେ ଲୋକପ୍ରିୟ ଆମେରିକାନ୍‌ କମେଡିଆନ୍ କାର୍ଲ ରିନର୍‌

ଟେଲିଭିଜନ୍ ଅଭିନେତ୍ରୀଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା

ନେପୋଟିଜମ୍‌ ପାଇଁ ହାତରୁ ଚାଲିଯାଇଥିଲା ଫିଲ୍ମ, ରାତି ସାରା କାନ୍ଦିଥିଲେ ପିସି

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି; ୫୫୦ ପରିବାରକୁ ଖାଇବାକୁ ଦେବେ ଭୂମି

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ଭେଟିଲେ ଅର୍ଚ୍ଚିତା

ଜନ୍ମଦିନରେ ଅର୍ଚ୍ଚିତାଙ୍କୁ ପ୍ରଶଂସକମାନେ ଦେଲେ ସରପ୍ରାଇଜ୍