ପରିଚୟ ଲୁଚାଇଲେ ଶ୍ରୀଦେବୀଙ୍କ ଝିଅ: କାରଣ ଥିଲା ସ୍ୱତନ୍ତ୍ର

ମୁମ୍ବାଇ:ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର ବଲିଉଡରେ ଅଭିନୟ ପାଇଁ ପାଦ କାଢିଥିବା ବେଳେ ତାଙ୍କ ସାନ ଝିଅ ଖୁସି କପୁର ଏବେ ଲାଗିଛନ୍ତି ଡ୍ୟାନ୍ସରେ। ନିଜ କ୍ୟରିଆର ଗଢିବାକୁ ନିକଟରେ ଏକ ରିଆଲିଟି ଶୋରେ ମଧ୍ୟ ସେ ଭାଗ ନେଇଛନ୍ତି। ସୂଚନା ଅନୁଯାୟୀ ଷ୍ଟାରପ୍ଲସରେ ପ୍ରସାରିତ ରିଆଲିଟି ଶୋ ଡ୍ୟାନ୍ସ ପ୍ଳସ-3 ର ଅଡିସନ ହୋଇଥିଲା ଓ ଖୁସି ସେଥିରେ ସେ ଭାଗ ନେଇଥିଲେ। କିନ୍ତୁ ସେଠାରେ କେହି ତାଙ୍କୁ ଶ୍ରୀଦେବିଙ୍କ ଝିଅ ବୋଲି ଜାଣି […]

khushi-sridevi759

khushi-sridevi759

Rakesh Mallick
  • Published: Friday, 30 June 2017
  • Updated: 30 June 2017, 09:59 PM IST

Sports

Latest News

ମୁମ୍ବାଇ:ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର ବଲିଉଡରେ ଅଭିନୟ ପାଇଁ ପାଦ କାଢିଥିବା ବେଳେ ତାଙ୍କ ସାନ ଝିଅ ଖୁସି କପୁର ଏବେ ଲାଗିଛନ୍ତି ଡ୍ୟାନ୍ସରେ। ନିଜ କ୍ୟରିଆର ଗଢିବାକୁ ନିକଟରେ ଏକ ରିଆଲିଟି ଶୋରେ ମଧ୍ୟ ସେ ଭାଗ ନେଇଛନ୍ତି। ସୂଚନା ଅନୁଯାୟୀ ଷ୍ଟାରପ୍ଲସରେ ପ୍ରସାରିତ ରିଆଲିଟି ଶୋ ଡ୍ୟାନ୍ସ ପ୍ଳସ-3 ର ଅଡିସନ ହୋଇଥିଲା ଓ ଖୁସି ସେଥିରେ ସେ ଭାଗ ନେଇଥିଲେ। କିନ୍ତୁ ସେଠାରେ କେହି ତାଙ୍କୁ ଶ୍ରୀଦେବିଙ୍କ ଝିଅ ବୋଲି ଜାଣି ନଥିଲେ। ଯେତବେଳେ ସେ ଟପ୍ 35 ରେ ସ୍ଥାନ ପାଇଲେ ସେତବେଳେ ସେଠାକର ଲୋକଙ୍କୁ ତାଙ୍କ ପରିଚୟ ମଳିଥିଲା। ଖୁସି ନିଜେ ତାଙ୍କ ଦକ୍ଷତା ବଳରେ କିଛି କରିବାକୁ ଚାହୁଁଛନ୍ତି ସେଥିପାଇଁ ତାଙ୍କ ମାଙ୍କ ରେଫରେନ୍ସ ନେଇ କେଉଁଠିକୁ ଯିବାକୁ ଚାହୁଁ ନାହାଁନ୍ତି ବୋଲି ସେ କହିଛନ୍ତି। ସେଥିପାଇଁ ସେ ତାଙ୍କ ପରିଚୟ ଲୁଚାଇଥିବାର ସୂଚନା ମିଳିଛି। ଖୁସି ସେହି ଶୋରେ ଟପ 35 ପର୍ଯ୍ୟନ୍ତ ଯାଇ ପାରିଥିଲେ କିନ୍ତୁ ଟପ୍12 ପର୍ଯ୍ୟନ୍ତ ପହଁଚି ପାରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story