ରିମାଙ୍କୁ ଡରୁଥିଲେ ଶ୍ରୀଦେବୀ: ରାସ୍ତାରୁ ହଟାଇବାକୁ ରଚିଥିଲେ ଷଡଯନ୍ତ୍ର

ବି-ଟାଉନ ଉପରରେ ଯେତିକି ଚାକ୍‌ଚାକା ଭିତରେ ସେତେ ଅଳିଆ ବୋଲି କୁହାଯାଏ। ବଲିଉଡ ପଛର ଏପରି ବହୁତ କାହାଣୀ ରହିଛି ଯାହାକୁ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ। ଏପରି କିଛି କାହାଣୀ ଅଛି ଯାହାକୁ ନେଇ ଫିଲ୍ମ ମଧ୍ୟ ତିଆରି କରାଯାଇପାରିବ। ଆଜି ଆମେ ମାଆ ଭୁମିକାରେ ଅଭିନୟର ଯାଦୁ ଦେଖାଉଥିବା ସ୍ୱର୍ଗତା ରିମା ଲଗୁଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରିମା ଯେତେବେଳେ ନିଜ ଅଭିନୟକୁ ନେଇ ଶୀର୍ଷରେ […]

rima

rima

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 12:03 PM IST

Sports

Latest News

ବି-ଟାଉନ ଉପରରେ ଯେତିକି ଚାକ୍‌ଚାକା ଭିତରେ ସେତେ ଅଳିଆ ବୋଲି କୁହାଯାଏ। ବଲିଉଡ ପଛର ଏପରି ବହୁତ କାହାଣୀ ରହିଛି ଯାହାକୁ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ। ଏପରି କିଛି କାହାଣୀ ଅଛି ଯାହାକୁ ନେଇ ଫିଲ୍ମ ମଧ୍ୟ ତିଆରି କରାଯାଇପାରିବ। ଆଜି ଆମେ ମାଆ ଭୁମିକାରେ ଅଭିନୟର ଯାଦୁ ଦେଖାଉଥିବା ସ୍ୱର୍ଗତା ରିମା ଲଗୁଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରିମା ଯେତେବେଳେ ନିଜ ଅଭିନୟକୁ ନେଇ ଶୀର୍ଷରେ ଥିଲେ ସେ ସମୟର ଜଣେ ଟପ୍‌ ଅଭିନେତ୍ରୀଙ୍କ ଷଡଯନ୍ତ୍ରର ଶିକାର ହୋଇଥିଲେ। ଏପରିକି ଫିଲ୍ମରେ ରିମାଙ୍କ ରୋଲ୍‌ କାଟି ଦିଆଯାଉଥିଲା ଓ ଗୋଟେ ଫିଲ୍ମରୁ ସେ ଆଉଟ୍‌ ମଧ୍ୟ ହୋଇଯାଇଥିଲେ। ଆସନ୍ତୁ ଜାଣିବା କାହା ପାଇଁ ରିମା ଏପରି ଷଡଯନ୍ତ୍ରର ଶିକାର ହୋଇଥିଲେ।

ଆମେ କହୁଛୁ ୯୦ ଦଶକର ଷ୍ଟାର ଶ୍ରୀଦେବୀଙ୍କ ବିଷୟରେ। ସ୍ୱପ୍ନ ସୁନ୍ଦରୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଶ୍ରୀଦେବୀଙ୍କ ମୁଖା ପଛରେ ଆଉ ଏକ ମୁଖା ଥିବ ବୋଲି କେହି କେବେ ଭାବି ନ ଥିବେ। ହେଲେ ଫିଲ୍ମ ଜଗତ ସହ ଜଡିତ କିଛି ବ୍ୟକ୍ତି ଏପରି ଅଭିଯୋଗକୁ ସ୍ୱୀକାର ମଧ୍ୟ କରିଛନ୍ତି।

କଥା ହେଉଛି ସେତେବେଳର ଯେତେବେଳେ ରିମା ଏବଂ ଶ୍ରୀଦେବୀ ନିଜ ନଜ ଚରିତ୍ରକୁ ନେଇ ଶୀର୍ଷରେ ଥିଲେ। ରିମା ମାଆ ଭୁମିକାରେ ଲୋକଙ୍କ ହୃଦୟରେ ଓ ଶ୍ରୀଦେବୀ ନିଜ ସୁନ୍ଦରତା ଯୋଗୁଁ ଦର୍ଶକଙ୍କ ମନରେ ରାଜ କରୁଥିଲେ। ଚରିତ୍ର ଅଲଗା ଅଲଗା ହୋଇଥିଲେ ମଧ୍ୟ ରିମାଙ୍କ ଏହି ସଫଳତା ଶ୍ରୀଦେବୀଙ୍କୁ କଣ୍ଟା କରି ଲାଗୁଥିଲା। ଏଥିପାଇଁ ସେ ରିମାଙ୍କ ବିରୋଧରେ ଆରମ୍ଭ କରି ଦେଇଥିଲେ ଷଡଯନ୍ତ୍ର।

‘ଗୁମରାହ’ରେ ଉଭୟ ଅଭିନୟ କରୁଥିଲେ। ତେବେ ଏହି ଫିଲ୍ମରେ ରିମାଙ୍କ ରୋଲ୍‌କୁ ଶ୍ରୀଦେବୀ ଷଡଯନ୍ତ୍ର କରି କାଟି ଦେଇଥିଲେ। ଏକଥା ତାଙ୍କ କୋରିଓଗ୍ରାଫର ମଧ୍ୟ ସ୍ୱୀକାର କରିଛନ୍ତି। ଯେତେବେଳେ ଶ୍ରୀଦେବୀଙ୍କୁ ଲାଗୁଥିଲା ଫିଲ୍ମରେ ଅନ୍ୟ ଚରିତ୍ରକୁ ତାଙ୍କଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛ ସେ ଏପରି କରୁଥିଲେ।

ଶ୍ରୀଦେବୀଙ୍କ ଏହି ଷଡଯନ୍ତ୍ରକୁ ନେଇ ନିର୍ଦ୍ଦେଶକ ୟଶ ଜୋହର ପଛରେ ଚିନ୍ତା କରିଥିଲେ। ସେ ରିମାଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ନେବାକୁ ପ୍ରତିଶ୍ରୁତି ଦେଇ ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ୟଶ ପରବର୍ତ୍ତି ଫିଲ୍ମରେ ରିମାଙ୍କୁ ନେଇଥିଲେ ମଧ୍ୟ।

କେବଳ ରିମା ନୁହନ୍ତି, ବଲିଉଡର ଏପରି ବହୁ କଳାକାର ଅଛନ୍ତି ଯେଉଁମାନେ ଶ୍ରୀଦେବୀଙ୍କର ଏପରି ଷଡଯନ୍ତ୍ରର ଶିକାର ହୋଇଥିବା ଅଭିଯୋଗ ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story