ଶାହାରୁଖଙ୍କ ସଂଘର୍ଷ ବେଳର କାହାଣୀ: ସଫଳତା ପଛରେ କିଏ ସେ ଅଭିନେତା ?

ମୁମ୍ବାଇ: କିଙ୍ଗ ଖାନ୍‌ ଶାହାରୁଖ ଆଜି ସଫଳତାର ଶିଖର ଛୁଉଁଛନ୍ତି। ଏହାମଧ୍ୟରେ ସେ ବିଲିଡଡ଼ରେ ୨୫ ବର୍ଷ ପୂରଣ କରିସାରିଛନ୍ତି। ୫୦ ବର୍ଷରେ ପହଞ୍ଚି ସାରିଥିଲେ ବି ସବୁ ପ୍ରକାର ଚରିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ଚାଲିଛନ୍ତି। ତେବେ ଶାହାରୁଖ ଏହି ସଫଳତା ପଛରେ ରହିଛି ଅନ୍ୟ ଜଣେ ଅଭିନେତାଙ୍କ ହାତ। ପରୋକ୍ଷରେ ହେଲେ ମଧ୍ୟ ତାଙ୍କରି ପାଇଁ ଆଜି ଶାହାରୁଖ ସଫଳତା ପରେ ସଫଳତା ପାଇ ଚାଲିଛନ୍ତି। ଆପଣ ଜାଣିଛନ୍ତି ସେହି ଅଭିନେତା ଜଣଙ୍କ […]

srk

srk

Rakesh Mallick
  • Published: Wednesday, 05 July 2017
  • Updated: 05 July 2017, 11:25 AM IST

ମୁମ୍ବାଇ: କିଙ୍ଗ ଖାନ୍‌ ଶାହାରୁଖ ଆଜି ସଫଳତାର ଶିଖର ଛୁଉଁଛନ୍ତି। ଏହାମଧ୍ୟରେ ସେ ବିଲିଡଡ଼ରେ ୨୫ ବର୍ଷ ପୂରଣ କରିସାରିଛନ୍ତି। ୫୦ ବର୍ଷରେ ପହଞ୍ଚି ସାରିଥିଲେ ବି ସବୁ ପ୍ରକାର ଚରିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ଚାଲିଛନ୍ତି। ତେବେ ଶାହାରୁଖ ଏହି ସଫଳତା ପଛରେ ରହିଛି ଅନ୍ୟ ଜଣେ ଅଭିନେତାଙ୍କ ହାତ। ପରୋକ୍ଷରେ ହେଲେ ମଧ୍ୟ ତାଙ୍କରି ପାଇଁ ଆଜି ଶାହାରୁଖ ସଫଳତା ପରେ ସଫଳତା ପାଇ ଚାଲିଛନ୍ତି। ଆପଣ ଜାଣିଛନ୍ତି ସେହି ଅଭିନେତା ଜଣଙ୍କ କିଏ ଓ ସେ କେଉଁ ପ୍ରକାର ସାହାଯ୍ୟ କରିଥିଲେ ଶାହାରୁଖଙ୍କୁ। ଅଭିନେତା ଜଣଙ୍କ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଅରମାନ କୋହଲି।

ଆପଣ ଜାଣିଥିବେ ଶାହାରୁଖଙ୍କ ପ୍ରଥମ ଫିଲ୍ମ ଥିଲା ‘ଦିୱାନା’। ଏହି ଫିଲ୍ମଟି ସୁପରହିଟ୍‌ ହୋଇଥିଲା ଓ ରାତାରାତି ଶାହାରୁଖଙ୍କୁ ଷ୍ଟାର ବନାଇ ଦେଇଥିଲା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଫିଲ୍ମ ପାଇଁ ଶାହାରୁଖ ପ୍ରଥମ ପସନ୍ଦ ନ ଥିଲେ। ଏହାର ହିରୋ ଥିଲେ ଅରମାନ। ଅରମାନ ମଧ୍ୟ ଫିଲ୍ମର କିଛି ସୁଟିଂ କରିଥିଲେ। ଏପରିକି ଫିଲ୍ମର ପୋଷ୍ଟର ମଧ୍ୟ ଛପା ସରିଥିଲା। ଠିକ୍‌ ଏହି ସମୟରେ କୌଣସି କାରଣରୁ ଅରମାନ ଫିଲ୍ମରୁ ଅଧାରୁ ଛାଡି ଦେଇଥିଲେ। ଏପରିସ୍ଥିରେ ବଲିଡଡ଼ ଏଣ୍ଟ୍ରି ପାଇଁ ଷ୍ଟ୍ରଗଲ କରୁଥିବା ଶାହାରୁଖଙ୍କ ଉପରେ ନିର୍ଦ୍ଦେଶକଙ୍କ ଆଖି ପଡ଼ିଥିଲା। ବାସ୍‌ ତା’ପରେ ଖୋଲି ଯାଇଥିଲା ବାଦ୍‌ଶାହାଙ୍କ ଭାଗ୍ୟ। ସେବେଠାରୁ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଇ ଚାଲିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story