ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଷ୍ଟାର୍‌ପତ୍ନୀ: ଫୁଟାଣି ନମାରି ଗଣିଲେ ଜରିମାନା

ମୁମ୍ବାଇ: ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଟ୍ରାଫିକ୍ ନିୟମ ଉଲଙ୍ଘନ କରି ଗଣିଲେ ଜରିମାନା। ମୁମ୍ବାଇର ବାନ୍ଦ୍ରା ନିକଟରେ କିଚେନ୍‌ ଗର୍ଡେନ୍‌ ରେଷ୍ଟୁରାଣ୍ଟ୍‌କୁ ଏହି ଷ୍ଟାର୍‌ କପୁଲ୍‌ ଲଞ୍ଚ୍‌ ପାଇଁ ଯାଇଥିବା ବେଳେ ନୋଂ ପାର୍କିଂ ଜୋନରେ କାର ପାର୍କିଂ କରିଥିଲେ। ଫଳରେ ତାଙ୍କୁ ଜରିମାନା ବାବଦରେ ୨ହଜରା ଟଙ୍କା ଦେବାକୁ ପଡିଛି। ମୀରା ନିଜେ କାର ଡ୍ରାଇଭିଂ କରୁଥିଲେ। ସବୁଠୁ ମଜାକଥା ହେଲା ମୀରା କୌଣସି ଯୁକ୍ତି ନ କରି ଏହି ଜରିମାନା ଦେଇ […]

mira-rajput_

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 07:14 PM IST

ମୁମ୍ବାଇ: ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଟ୍ରାଫିକ୍ ନିୟମ ଉଲଙ୍ଘନ କରି ଗଣିଲେ ଜରିମାନା। ମୁମ୍ବାଇର ବାନ୍ଦ୍ରା ନିକଟରେ କିଚେନ୍‌ ଗର୍ଡେନ୍‌ ରେଷ୍ଟୁରାଣ୍ଟ୍‌କୁ ଏହି ଷ୍ଟାର୍‌ କପୁଲ୍‌ ଲଞ୍ଚ୍‌ ପାଇଁ ଯାଇଥିବା ବେଳେ ନୋଂ ପାର୍କିଂ ଜୋନରେ କାର ପାର୍କିଂ କରିଥିଲେ। ଫଳରେ ତାଙ୍କୁ ଜରିମାନା ବାବଦରେ ୨ହଜରା ଟଙ୍କା ଦେବାକୁ ପଡିଛି। ମୀରା ନିଜେ କାର ଡ୍ରାଇଭିଂ କରୁଥିଲେ। ସବୁଠୁ ମଜାକଥା ହେଲା ମୀରା କୌଣସି ଯୁକ୍ତି ନ କରି ଏହି ଜରିମାନା ଦେଇ ଦେଇଥିଲେ। ଏହାପୂର୍ବରୁ ମଧ୍ୟ ମୀରା ରାଜପୁତଙ୍କ କାର୍‌ ଡ୍ରାଇଭର୍‌ ଟ୍ରାଫିକ୍‌ ନିୟମ ଉଲଙ୍ଘନ କରି ଜରିମାନା ଦେଇଥିବା କଥା ସମ୍ନାକୁ ଆସିଥିଲା।

News and Picture Courtesy-NDTV

Related story