ଷ୍ଟାରଡଷ୍ଟ ଆୱାର୍ଡରେ କରନ୍‌ଙ୍କୁ ମିଳିଲା ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ

ମୁମ୍ବାଇ: ଷ୍ଟାରଡଷ୍ଟ ଆୱାର୍ଡରେ ଫିଲ୍ମ ‘ଏ ଦିଲ୍‌ ହୈ ମୁସକିଲ’ ପାଇଁ କରନ୍ ଜୋହରଙ୍କୁ ଶ୍ରେଷ୍ଟ ନିର୍ଦ୍ଦେଶକର ଆୱାର୍ଡ ମିଳିଛି। କରନ୍‌ଙ୍କୁ ଏହି ଆୱାର୍ଡ ସଲମାନଙ୍କ ଗାର୍ଲଫ୍ରେଣ୍ଡ ୟୁଲିଆ ଭାନ୍ତୁର ଓ ଶାହାରୁଖ ଦେଇଥିଲେ। ଏହି ଆୱାର୍ଡ ଶୋକୁ ଫରାହା ଖାନ୍‌, ଅଭିଷେକ ବଚ୍ଚନ ଏବଂ ରିତେଶ ଦେଶମୁଖ ହୋଷ୍ଟ କରିଥିଲେ। ଶୋ’ରେ ସଲମାନଙ୍କ ସୁଲତାନ ଏବଂ କରନ୍‌ଙ୍କ ‘ଏ ଦିଲ୍‌ ହୈ ମୁସକିଲ’ ସବୁଠୁ ଅଧିକ ଆୱାର୍ଡ ହାତେଇଛନ୍ତି। ଶୋ’ଟି ସୋମବାର ବିଳମ୍ବିତ ରାତିରେ ଆୟୋଜିତ […]

shahrukh_liulia

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 04:05 PM IST

ମୁମ୍ବାଇ: ଷ୍ଟାରଡଷ୍ଟ ଆୱାର୍ଡରେ ଫିଲ୍ମ ‘ଏ ଦିଲ୍‌ ହୈ ମୁସକିଲ’ ପାଇଁ କରନ୍ ଜୋହରଙ୍କୁ ଶ୍ରେଷ୍ଟ ନିର୍ଦ୍ଦେଶକର ଆୱାର୍ଡ ମିଳିଛି। କରନ୍‌ଙ୍କୁ ଏହି ଆୱାର୍ଡ ସଲମାନଙ୍କ ଗାର୍ଲଫ୍ରେଣ୍ଡ ୟୁଲିଆ ଭାନ୍ତୁର ଓ ଶାହାରୁଖ ଦେଇଥିଲେ।

ଏହି ଆୱାର୍ଡ ଶୋକୁ ଫରାହା ଖାନ୍‌, ଅଭିଷେକ ବଚ୍ଚନ ଏବଂ ରିତେଶ ଦେଶମୁଖ ହୋଷ୍ଟ କରିଥିଲେ। ଶୋ’ରେ ସଲମାନଙ୍କ ସୁଲତାନ ଏବଂ କରନ୍‌ଙ୍କ ‘ଏ ଦିଲ୍‌ ହୈ ମୁସକିଲ’ ସବୁଠୁ ଅଧିକ ଆୱାର୍ଡ ହାତେଇଛନ୍ତି। ଶୋ’ଟି ସୋମବାର ବିଳମ୍ବିତ ରାତିରେ ଆୟୋଜିତ ହୋଇଥିଲା। ଶୋ’ରେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ନାମୀଦାମୀ କଳାକାର ସାମଲି ହୋଇଥିଲେ।

Related story