ସଲମାନଙ୍କର ‘ସୁଲତାନ’କୁ ବିବେକ ଓବରାଏଙ୍କ ଉଚ୍ଚ ପ୍ରଶଂସା

ମୁମ୍ବାଇ: ଅତୀତରେ ସଲମାନଙ୍କ ସହ ବିବାଦରେ ଛନ୍ଦି ହୋଇଥିବା କଳାକାର ବିବେକ ଓବରାଏ ସଲମାନଙ୍କ ଆଗାମୀ ଫିଲ୍ମ ‘ସୁଲତାନ’ର ପ୍ରଶଂସା କରି କହିଛନ୍ତି ଫିଲ୍ମଟି ଶାନଦାର (ଚମତ୍କାର) ହେବ। ନାଗେଶ କୁକୁନୂରଙ୍କ ଫିଲ୍ମ ‘ଧନକ’ର ସ୍କ୍ରିନ୍ ଅବସରରେ ବିବେକଙ୍କୁ ଶାହରୁଖ ଖାଁଙ୍କ ‘ରଇସ’ ଏବଂ ସଲମାନ ଖାଁଙ୍କ ‘ସୁଲତାନ’ ବିଷୟରେ ପଚରାଯାଇଥିଲା। ବିବେକ ବିଶେଷ ଭାବରେ ‘ସୁଲତାନ’ ପ୍ରସଙ୍ଗରେ କହିଥିଲେ,“ଏହି ଫିଲ୍ମଟି ଶାନ୍‌ଦାର ଲାଗୁଛି। ମୋତେ ଲାଗୁଛି ସମସ୍ତ ବଡ଼ କଳାକାରଙ୍କର ବିଭିନ୍ନ ଭୂମିକାରେ ଅଭିନୟ କରିବା […]

sultan

sultan

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 09:58 PM IST

Sports

Latest News

ମୁମ୍ବାଇ: ଅତୀତରେ ସଲମାନଙ୍କ ସହ ବିବାଦରେ ଛନ୍ଦି ହୋଇଥିବା କଳାକାର ବିବେକ ଓବରାଏ ସଲମାନଙ୍କ ଆଗାମୀ ଫିଲ୍ମ ‘ସୁଲତାନ’ର ପ୍ରଶଂସା କରି କହିଛନ୍ତି ଫିଲ୍ମଟି ଶାନଦାର (ଚମତ୍କାର) ହେବ।

ନାଗେଶ କୁକୁନୂରଙ୍କ ଫିଲ୍ମ ‘ଧନକ’ର ସ୍କ୍ରିନ୍ ଅବସରରେ ବିବେକଙ୍କୁ ଶାହରୁଖ ଖାଁଙ୍କ ‘ରଇସ’ ଏବଂ ସଲମାନ ଖାଁଙ୍କ ‘ସୁଲତାନ’ ବିଷୟରେ ପଚରାଯାଇଥିଲା। ବିବେକ ବିଶେଷ ଭାବରେ ‘ସୁଲତାନ’ ପ୍ରସଙ୍ଗରେ କହିଥିଲେ,“ଏହି ଫିଲ୍ମଟି ଶାନ୍‌ଦାର ଲାଗୁଛି। ମୋତେ ଲାଗୁଛି ସମସ୍ତ ବଡ଼ କଳାକାରଙ୍କର ବିଭିନ୍ନ ଭୂମିକାରେ ଅଭିନୟ କରିବା ଏବଂ ବାୟୋପିକ୍ ତଥା ଅଲଗା ଭୂମିକାରେ ଦେଖାଦେବା ସବୁଠାରୁ କଡ଼ କଥା।”

ବିବେକ ବର୍ତ୍ତମାନ ୟଶରାଜ ଫିଲ୍ମସର “ବ୍ୟାଙ୍କଚୋର”ରେ ରିତେଶ ଦେଶମୁଖ ଏବଂ ରିୟା ଚିକ୍ରବର୍ତ୍ତୀଙ୍କ ସହିତ କାମ କରୁଛନ୍ତି। ରାଣୀ ମୁଖାର୍ଜୀ ସହ ତାଙ୍କ କ୍ୟାରିଅରର ସବୁଠାରୁ ବଡ଼ ହିଟ୍ ଫିଲ୍ମ “ସାଥିୟା” ମଧ୍ୟ ଏହି ପ୍ରଡକ୍ସନ ହାଉସ୍ ଦ୍ୱାରା ନିର୍ମି ହୋଇଥିଲା। ବିବେକ ଆଗାମୀ ଫିଲ୍ମ “ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି’ରେ ମଧ୍ୟ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story