ସାମ୍ନାକୁ ଆସିଲା ‘ସୁଲତାନ’ ଫିଲ୍ମରେ ଅନୁଷ୍କାଙ୍କ ବଧୂବେଶର ଫଟୋ

ମୁମ୍ବାଇ: ଅପକମିଂ ଫିଲ୍ମ ‘ସୁଲତାନ’ରେ ବଲିଉଡ୍‌ର ଚୁଲବୁଲ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ଦୃଶ୍ୟର ଫଟୋ ସାମ୍ନାକୁ ଆସିଛି।  ଏଥିରେ ଅନୁଷ୍କାଙ୍କ ହରିୟାଣାର ପାରମ୍ପରିକ ବଧୂ ବେଶରେ ଦେଖିବାକୁ ମିଳୁଛି। ଅନୁଷ୍କା କହିଛନ୍ତି, “ସୁଲତାନ’ ଫିଲ୍ମର ରିଲିଜକୁ ନେଇ ମୁଁ ଉତ୍ସାହିତ ଅଛି। ପ୍ରଥମ ଥର ପାଇଁ ମୁଁ କୁସ୍ତିଯୋଦ୍ଧା ଭୂମିକାରେ ଅଭିନୟ କରୁଛି। ‘ଆରଫା’ ଚରିତ୍ରରେ ଏହି ଫିଲ୍ମରେ ମୁଁ ଭିନ୍ନ ଭିନ୍ନ ଲୁକରେ ନଜରକୁ ଆସିବି। ଦିୱାନୀ ଟିମ୍ ମୁଁ ବଧୂ ବେଶରେ ପିନ୍ଧିଥିବା […]

anuska-

anuska-

Rakesh Mallick
  • Published: Saturday, 02 July 2016
  • Updated: 02 July 2016, 06:02 PM IST

Sports

Latest News

ମୁମ୍ବାଇ: ଅପକମିଂ ଫିଲ୍ମ ‘ସୁଲତାନ’ରେ ବଲିଉଡ୍‌ର ଚୁଲବୁଲ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ଦୃଶ୍ୟର ଫଟୋ ସାମ୍ନାକୁ ଆସିଛି।  ଏଥିରେ ଅନୁଷ୍କାଙ୍କ ହରିୟାଣାର ପାରମ୍ପରିକ ବଧୂ ବେଶରେ ଦେଖିବାକୁ ମିଳୁଛି।

ଅନୁଷ୍କା କହିଛନ୍ତି, “ସୁଲତାନ’ ଫିଲ୍ମର ରିଲିଜକୁ ନେଇ ମୁଁ ଉତ୍ସାହିତ ଅଛି। ପ୍ରଥମ ଥର ପାଇଁ ମୁଁ କୁସ୍ତିଯୋଦ୍ଧା ଭୂମିକାରେ ଅଭିନୟ କରୁଛି। ‘ଆରଫା’ ଚରିତ୍ରରେ ଏହି ଫିଲ୍ମରେ ମୁଁ ଭିନ୍ନ ଭିନ୍ନ ଲୁକରେ ନଜରକୁ ଆସିବି। ଦିୱାନୀ ଟିମ୍ ମୁଁ ବଧୂ ବେଶରେ ପିନ୍ଧିଥିବା ପୋଷାକୁ ଭଲ ଭାବେ ନିର୍ମାଣ କରିଛନ୍ତି।”

 ୬ ଜୁଲାଇ ଇଦ୍‌ରେ ‘ସୁଲତାନ’ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos