‘ସୁଲତାନ୍‌’ର ସେକେଣ୍ଡ ଟିଜର୍ ରିଲିଜ୍

ମୁମ୍ୱାଇ: ଦବଙ୍ଗ ଖାନ୍‌ଙ୍କ ପରେ ଏବେ ଅନୁଷ୍କା ଶର୍ମାଙ୍କୁ ଇଣ୍ଟ୍ରୋଡ୍ୟୁସ୍‌ କରାଯାଇ ରିଲିଜ୍‌ ହୋଇଛି ‘ସୁଲତାନ’ର ସେକେଣ୍ଡ୍‌ ଟିଜର୍। ଅନୁଷ୍କା ଏଥିରେ ହରିୟାଣା ରେସଲର୍‌ ଓ ସୁଲତାନଙ୍କ ଲେଡିଲଭ୍‌ ଭୂମିକାରେ ନଜର ଆସୁଛନ୍ତି। ଏହି ଫିଲ୍ମରେ ଅନୁଷ୍କାଙ୍କ ନାଁ ଆରଫ୍ ରଖାଯାଇଛି। ଏଡି ଟିଜର୍‌ରେ ହରିୟାଣଭି ଅନ୍ଦାଜ୍‌ରେ ସଲମାନ୍‌ଙ୍କ ଭଏସ୍‌ ଶୁଣିବାକୁ ମିଳୁଛି। ସୁଲତାନ୍‌ର ଏହି ସେକେଣ୍ଡ୍‌ ଟିଜର୍‌ରେ ଅନୁଷ୍କା ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଗେଟ୍‌ଅପ୍‌ରେ ନଜର ଆସୁଛନ୍ତି। ସଲୱାର କମିଜ୍‌ରେ ଜଣେ ସାଧାରଣ ଗାଉଁଲି ଯୁବତୀ […]

sultan

sultan

Rakesh Mallick
  • Published: Monday, 02 May 2016
  • Updated: 02 May 2016, 08:57 AM IST

Sports

Latest News

sultanମୁମ୍ୱାଇ: ଦବଙ୍ଗ ଖାନ୍‌ଙ୍କ ପରେ ଏବେ ଅନୁଷ୍କା ଶର୍ମାଙ୍କୁ ଇଣ୍ଟ୍ରୋଡ୍ୟୁସ୍‌ କରାଯାଇ ରିଲିଜ୍‌ ହୋଇଛି ‘ସୁଲତାନ’ର ସେକେଣ୍ଡ୍‌ ଟିଜର୍। ଅନୁଷ୍କା ଏଥିରେ ହରିୟାଣା ରେସଲର୍‌ ଓ ସୁଲତାନଙ୍କ ଲେଡିଲଭ୍‌ ଭୂମିକାରେ ନଜର ଆସୁଛନ୍ତି। ଏହି ଫିଲ୍ମରେ ଅନୁଷ୍କାଙ୍କ ନାଁ ଆରଫ୍ ରଖାଯାଇଛି।

ଏଡି ଟିଜର୍‌ରେ ହରିୟାଣଭି ଅନ୍ଦାଜ୍‌ରେ ସଲମାନ୍‌ଙ୍କ ଭଏସ୍‌ ଶୁଣିବାକୁ ମିଳୁଛି। ସୁଲତାନ୍‌ର ଏହି ସେକେଣ୍ଡ୍‌ ଟିଜର୍‌ରେ ଅନୁଷ୍କା ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଗେଟ୍‌ଅପ୍‌ରେ ନଜର ଆସୁଛନ୍ତି।

ସଲୱାର କମିଜ୍‌ରେ ଜଣେ ସାଧାରଣ ଗାଉଁଲି ଯୁବତୀ ଗେଟ୍‌ଅପ୍  ସହ ତାଙ୍କୁ ରିଙ୍ଗରେ ଜର୍ସି ପିନ୍ଧି ରେସଲିଂ କରିବା ମଧ୍ୟ ଦେଖିବାକୁ ମିଳୁଛି। ଅଲି ଆବାସ୍‌ ଜାଫର୍‌ଙ୍କ ନିର୍ଦ୍ଦେଶିତ ‘ସୁଲତାନ୍‌’ ଇଦ୍‌ରେ ରିଲିଜ୍ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos