ଅଭିନେତ୍ରୀ ସୁମିତା ସନ୍ୟାଲଙ୍କ ପରଲୋକ

ମୁମ୍ବାଇ: ବରିଷ୍ଠ ଅଭିନେତ୍ରୀ ସୁମିତା ସନ୍ୟାଲଙ୍କ ୭୧ ବର୍ଷ ବୟସରେ କଲିକତା ସ୍ଥିତ ବାସଭବନରେ ରବିବାର ପରଲୋକ ଘଟିଛି। ଫିଲ୍ମ ଏଡିଟର ସୁବୋଧ ରାୟଙ୍କୁ ସେ ବିବାହ କରିଥିଲେ। ୧୯୯୦ରେ ରିଲିଜ ହୋଇଥିବା ସୁରପହିଟ୍‌ ଫିଲ୍ମ ‘ଆନନ୍ଦ’ରେ ସେ ଅମିତାଭଙ୍କ ସହ ଅଭିନୟ କରିଥିଲେ। ତାଙ୍କ ଅଭୀନିତ ଚଳଚିତ୍ର ‘ଗୁଡ୍ଡି’, ‘ନାୟକ’, ‘ମେରେ ଅପନେ’ ଅଧତକ ଚର୍ଚ୍ଚିତ  ଫିଲ୍ମ ଥିଲା। ସେ ବଙ୍ଗାଳୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

sumita

sumita

Rakesh Mallick
  • Published: Monday, 10 July 2017
  • Updated: 10 July 2017, 02:28 PM IST

ମୁମ୍ବାଇ: ବରିଷ୍ଠ ଅଭିନେତ୍ରୀ ସୁମିତା ସନ୍ୟାଲଙ୍କ ୭୧ ବର୍ଷ ବୟସରେ କଲିକତା ସ୍ଥିତ ବାସଭବନରେ ରବିବାର ପରଲୋକ ଘଟିଛି। ଫିଲ୍ମ ଏଡିଟର ସୁବୋଧ ରାୟଙ୍କୁ ସେ ବିବାହ କରିଥିଲେ।

୧୯୯୦ରେ ରିଲିଜ ହୋଇଥିବା ସୁରପହିଟ୍‌ ଫିଲ୍ମ ‘ଆନନ୍ଦ’ରେ ସେ ଅମିତାଭଙ୍କ ସହ ଅଭିନୟ କରିଥିଲେ। ତାଙ୍କ ଅଭୀନିତ ଚଳଚିତ୍ର ‘ଗୁଡ୍ଡି’, ‘ନାୟକ’, ‘ମେରେ ଅପନେ’ ଅଧତକ ଚର୍ଚ୍ଚିତ  ଫିଲ୍ମ ଥିଲା।

ସେ ବଙ୍ଗାଳୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos