‘ପ୍ଲେଇଙ୍ଗ୍ ପ୍ରିୟା’ ଫିଲ୍ମରେ ଅଭିନୟର ଡେବ୍ୟୁ କରୁଛନ୍ତି ସୁନିଧି

ମୁମ୍ବାଇ:ବଲିଉଡ ଗାୟିକା ସୁନିଧି ଚୌହାନ ଗୋଟିଏ କ୍ଷୁଦ୍ର ଫିଲ୍ମ ‘ପ୍ଲେଇଙ୍ଗ୍ ପ୍ରିୟା’ ରେ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି । ସୁନିଧି କହିଛନ୍ତି ଯେ କ୍ୟାମେରା ସାମ୍ନାରେ ଅଭିନୟ କରିବାର ଅନୁଭୂତି ବହୁତ ଭଲ ଥିଲା ସୁନିଧି କହିଛନ୍ତି,“ମୁଁ ସବୁବେଳେ ଅଭିନୟ କରିବାକୁ ଚାହୁଁଥିଲି, କିନ୍ତୁ ମୁଁ କେବେ ବି ଭାବି ନ ଥିଲି ଏଥିରେ ଏତେ ଖୁସି ମିଳିବ । ପୂରା ଅନୁଭୂତି ବହୁତ ଭଲ ଥିଲା ।” ‘ପ୍ଲେଇଙ୍ଗ୍ ପ୍ରିୟା’ ର ନିର୍ଦ୍ଦେଶନା […]

sunidhi

sunidhi

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 07:05 PM IST

Sports

Latest News

ମୁମ୍ବାଇ:ବଲିଉଡ ଗାୟିକା ସୁନିଧି ଚୌହାନ ଗୋଟିଏ କ୍ଷୁଦ୍ର ଫିଲ୍ମ ‘ପ୍ଲେଇଙ୍ଗ୍ ପ୍ରିୟା’ ରେ ଅଭିନୟ ଜଗତରେ ପାଦ ଦେବାକୁ ଯାଉଛନ୍ତି । ସୁନିଧି କହିଛନ୍ତି ଯେ କ୍ୟାମେରା ସାମ୍ନାରେ ଅଭିନୟ କରିବାର ଅନୁଭୂତି ବହୁତ ଭଲ ଥିଲା

ସୁନିଧି କହିଛନ୍ତି,“ମୁଁ ସବୁବେଳେ ଅଭିନୟ କରିବାକୁ ଚାହୁଁଥିଲି, କିନ୍ତୁ ମୁଁ କେବେ ବି ଭାବି ନ ଥିଲି ଏଥିରେ ଏତେ ଖୁସି ମିଳିବ । ପୂରା ଅନୁଭୂତି ବହୁତ ଭଲ ଥିଲା ।”

‘ପ୍ଲେଇଙ୍ଗ୍ ପ୍ରିୟା’ ର ନିର୍ଦ୍ଦେଶନା ଦେଇଛନ୍ତି ଆରିଫ ଅଲୀ ଯିଏ ‘ଲେକର ହମ ଦିୱାନ ଦିଲ’ ରୁ ନିଜ ନିର୍ଦ୍ଦେଶକ ଜୀବନ ଆରମ୍ଭ କରିଥିଲେ । ଏହି ଫିଲ୍ମଟି ଖୁବ୍ ଶୀଘ୍ର ଡିଜିଟାଲ ମଞ୍ଚରେ ରିଲିଜ୍ କରାଯିବ । ଏହି କ୍ଷୁଦ୍ର ଫିଲ୍ମର ନିର୍ମାଣ ବିଷୟରେ ପଚରାଯିବାରୁ ଅଲୀ କହିଛନ୍ତି ଯେ ସୁନିଧିଙ୍କୁ ଏପ୍ରକାର ରୋମାଞ୍ଚଭରା ଫିଲ୍ମ ଭଲ ଲାଗେ ଏବଂ ସେ ଯେତେବେଳେ ଏହି ଫିଲ୍ମ ବିଷୟରେ ସୁନିଧିଙ୍କୁ କହିଲେ ତାଙ୍କୁ ଏହା ବହୁତ ଭଲ ଲାଗିଥିଲା ଏବଂ ସେ ଅଭିନୟ କରିବା ପାଇଁ ରାଜି ହୋଇଯାଇଥିଲେ ।

ସୁନିଧିଙ୍କ ଅଭିନୟ କଳା ସମ୍ପର୍କରେ ଅଲୀ କହିଛନ୍ତି,“ସୁନିଧି ଜଣେ ସମ୍ପୂର୍ଣ୍ଣ କଳାକାର । ସେ ନିଜ ଜୀବନର ୨୦ବର୍ଷ ଗାୟନକୁ ଦେଇଛନ୍ତି । ଯଦି ସେ କିଛି ବର୍ଷ ଅଭିନୟ କ୍ଷେତ୍ରରେ ବିତାନ୍ତି, ତେବେ ସେ ଜଣେ ବହୁତ ଭଲ ଅଭିନେତ୍ରୀ ହୋଇପାରିବେ ।” ‘ପ୍ଲେଇଙ୍ଗ୍ ପ୍ରିୟା’ ଫିଲ୍ମଟି ଏଭଳି ଏକ ଘରୋଇ ମହିଳାଙ୍କ କାହାଣୀ ଅଟେ, ଯିଏ ନିଜ ପରିବାରର ସଦସ୍ୟ ବାହାରକୁ ଗଲା ପରେ ନିଜର ନିତିଦିନିଆ ଜୀବନରୁ ବାହାରି କିଛି ନୂଆ କରିଥାନ୍ତି । ଏହି ଫିଲ୍ମରେ ବହୁତ ଟ୍ୱିଷ୍ଟ ମଧ୍ୟ ଅଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story