ସନ୍ନି ଲିଓନଙ୍କୁ ଗୁଗୁଲ ଏଣ୍ଟରଟେନର ଅଫ୍ ଦ ଇୟର ମୁକୁଟ

ନୂଆଦିଲ୍ଲୀ: Google ୨୦୧୭ ମସିହା ଲାଗି ଟପ୍‌ ଟ୍ରେଣ୍ଡ ଲିଷ୍ଟ ପ୍ରକାଶ କରିଛି। ୧୦ ଜଣ ସେଲିବ୍ରେଟିଙ୍କ ନାଁ ଏହି ତାଲିକାରରେ ରହିଥିବା ବେଳେ ସର୍ବୋଚ୍ଚ ସ୍ଥାନରେ ରହିଛି ସନ୍ନି ଲିଓନିଙ୍କ ନାଁ। ପୁଣିଥରେ ସନ୍ନି ଗୁଗୁଲର ସବଧିକ ଲୋକପ୍ରିୟ ଚରିତ୍ର ଭାବ ଉଭା ହୋଇଛନ୍ତି। ଭାରତୀୟମାନଙ୍କ ମଧ୍ୟରେ ସେ ହିଁ ଶ୍ରେଷ୍ଠ ଏଣ୍ଟରଟେନର ବୋଲି ପ୍ରମାଣିତ କରିଛନ୍ତି। ପର୍ନଷ୍ଟାରରୁ ବଲିଉଡକୁ ଡେବ୍ୟୁ କରିଥିବା ସନ୍ନି ପ୍ରଥମ ଦିନରେ ବଲଉଡରେ ନିଜ ସ୍ଥିତି ଜାହିର କରିବା ପାଇଁ […]

de

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 03:05 PM IST

ନୂଆଦିଲ୍ଲୀ: Google ୨୦୧୭ ମସିହା ଲାଗି ଟପ୍‌ ଟ୍ରେଣ୍ଡ ଲିଷ୍ଟ ପ୍ରକାଶ କରିଛି। ୧୦ ଜଣ ସେଲିବ୍ରେଟିଙ୍କ ନାଁ ଏହି ତାଲିକାରରେ ରହିଥିବା ବେଳେ ସର୍ବୋଚ୍ଚ ସ୍ଥାନରେ ରହିଛି ସନ୍ନି ଲିଓନିଙ୍କ ନାଁ। ପୁଣିଥରେ ସନ୍ନି ଗୁଗୁଲର ସବଧିକ ଲୋକପ୍ରିୟ ଚରିତ୍ର ଭାବ ଉଭା ହୋଇଛନ୍ତି। ଭାରତୀୟମାନଙ୍କ ମଧ୍ୟରେ ସେ ହିଁ ଶ୍ରେଷ୍ଠ ଏଣ୍ଟରଟେନର ବୋଲି ପ୍ରମାଣିତ କରିଛନ୍ତି। ପର୍ନଷ୍ଟାରରୁ ବଲିଉଡକୁ ଡେବ୍ୟୁ କରିଥିବା ସନ୍ନି ପ୍ରଥମ ଦିନରେ ବଲଉଡରେ ନିଜ ସ୍ଥିତି ଜାହିର କରିବା ପାଇଁ ସାମାନ୍ୟ କଷ୍ଟ ଅନୁଭବ କରିଥିଲେ ମଧ୍ୟ ପରବର୍ତ୍ତି ସମୟରେ ସେ ଲୋକପ୍ରିୟତାର ଶିର୍ଷକୁ ଚାଲି ଯାଇଥିଲେ। ଏପରିକି ଚଳିତବର୍ଷ ପ୍ରଥମାର୍ଦ୍ଧରେ ସେ ଜଣେ ଶିଶୁ କନ୍ୟାକୁ ଆପଣାଇବା ପରେ ବଲିଉଡରେ ତାଙ୍କ ନାଁର ଚର୍ଚ୍ଚା ଢେର ବଢି ଯାଇଥିଲା।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିଗ୍‌ବସ୍‌ ସିଜିନ୍  ୧୧ର ପ୍ରତିଯୋଗୀ ଅର୍ଶି ଖାନ୍‌। କଣ୍ଟୋଭର୍ସି କୁଇନ୍‌ ଭାବ ପରିଚିତ ଅର୍ଶି ନିଜ ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବାରୁ ଗୁଗୁଲ ତାଙ୍କୁ ଦ୍ୱିତୀୟ ସ୍ଥାନରେ ରଖିଛି। ସହିପରି ନିଜ ଠୁମକ୍‌ର ଯାଦୁ ବିଛାଉଥିବା ହରିଆଣାର ଡ୍ୟାନ୍ସର ସପନା ଚୌଧୁରୀ ରହିଛନ୍ତି ୩ୟ ସ୍ଥାନରେ।

Related story