କ’ଣ ଦେଖିଦେଲେ ସନି? ଉଡ଼ିଗଲା ହୋସ୍‌

ମୁମ୍ବାଇ: ସନି ଲିଓନ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏଇ ଫଟୋଟିକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋର୍ ଚର୍ଚ୍ଚା। ଏହି ଫଟୋ ପୋଷ୍ଟ ହେବାର ଘଣ୍ଟେ ମଧ୍ୟରେ ଏହାକୁ ଲୋକେ ଲକ୍ଷେ ଥର ଦେଖିଥିଲେ। ଫଟୋରେ ସନି କୌଣସି ଜିନିଷକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏହା ତଳେ ସେ ଲେଖିଛନ୍ତି ଯେ ଫଟୋଟିର ଏକ ଉପଯୁକ୍ତ କ୍ୟାପସନ୍ ସେ ଦେଇ ପାରୁ ନାହାନ୍ତି।

sunny

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 01:16 PM IST

ମୁମ୍ବାଇ: ସନି ଲିଓନ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏଇ ଫଟୋଟିକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋର୍ ଚର୍ଚ୍ଚା। ଏହି ଫଟୋ ପୋଷ୍ଟ ହେବାର ଘଣ୍ଟେ ମଧ୍ୟରେ ଏହାକୁ ଲୋକେ ଲକ୍ଷେ ଥର ଦେଖିଥିଲେ।

ଫଟୋରେ ସନି କୌଣସି ଜିନିଷକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏହା ତଳେ ସେ ଲେଖିଛନ୍ତି ଯେ ଫଟୋଟିର ଏକ ଉପଯୁକ୍ତ କ୍ୟାପସନ୍ ସେ ଦେଇ ପାରୁ ନାହାନ୍ତି।

Related story