ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲା ସନିଙ୍କ ବିମାନ,ଭିଡିଓ ଜାରି କରି କ’ଣ କହିଲେ ଶୁଣନ୍ତୁ…

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ସନି ଲିଓନଙ୍କ ପ୍ରାଇଭେଟ୍ ପ୍ଲେନ୍‌ ଦୁର୍ଘଟଣା ହେଉ ହେଉ ବର୍ତ୍ତି ଯାଇଛି। ଏହି ଘଟଣା ମହାରାଷ୍ଟ୍ରରେ ଘଟିଛି। ଏହି ସମୟରେ ସନିଙ୍କ ସହିତ ତାଙ୍କ ସ୍ୱାମୀ ଓ କିଛି ବନ୍ଧୁ ବି ବିମାନରେ ଥିଲେ। ସନି ଲିଓନ ଟ୍ୱିଟ୍‌ କରି ଏକଥା ଜଣାଇଛନ୍ତି। ଏହା ସହିତ ସେ ବିମାନର ପାଇଲଟ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ବୁଦ୍ଧି ଲଗାଇ ଦୁର୍ଘଟଣାକୁ ଟାଳି ଦେଇଥିଲେ।

ଖରାପ ପାଗ ଯୋଗୁଁ ଏଭଳି ସ୍ଥିତି ଉପୁଜିଲା ବୋଲି ସେ ଲେଖିଛନ୍ତି।

ଏହି ଘଟଣା ପରେ ଘରକୁ ଫେରିବା ବେଳେ କାର୍‌ରେ ଏକ ଭିଡିଓ ସୁଟିଂ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି ସନି। ଦୁର୍ଘଟଣାରୁ ବର୍ତ୍ତି ଯାଇଥିବାରୁ ଖୁସି ଜାହିର କରିଛନ୍ତି ସେ।

ଆହୁରି ପଢ଼ନ୍ତୁ

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

‘ବଲିଉଡରେ ପକ୍ଷପାତ ହୋଇଥାଏ, ନେପୋଟିଜମ ନାହିଁ ‘

ବାହା ହେଲେ ସମୀକ୍ଷା, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ବାପାମା’

ଗୋଟିଏ ଭିଡିଓ ବଦଳାଇ ଦେଇଥିଲା

‘ସାର୍‌, ଓଡ଼ିଶାରେ ମୋ’ଠାରୁ ଆହୁରି ବହୁତ ଭଲ ପ୍ରତିଭା ଅଛନ୍ତି’

ଅପ୍‌ସରାଙ୍କ ଉପରେ ଫିଦା ରାମ ଗୋପାଳ ବର୍ମା

‘ଛେଣ୍ଡିପଦା ରାଣୀ’ ପାଇଁ ବିବାଦରେ ହ୍ୟୁମାନ ସାଗର

ଭାଇ ସହ ଏମିତି ଫଟୋ ଶେଆର୍ କରି ଟ୍ରୋଲ୍ ହୋଇଥିଲେ ସାରା

ଏହି ରୋଗରେ ପୀଡ଼ିତ ହିମାଂଶି: ୩ ଘଣ୍ଟା ନେବାକୁ ପଡ଼େ ଅକ୍ସିଜେନ୍

ପରଦାରେ ଏକାଠି ଧମାକା କରିବେ ଏହି ଦୁଇ ସୁପରଷ୍ଟାର୍