ସୁସ୍ମିତାଙ୍କୁ ଘରୁ ମିଳିଲା ଡେଙ୍ଗୁ ଲାର୍ଭା, ହୋଇପାରେ ୨୦ ହଜାର ଟଙ୍କା ଜରିମାନ

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଘରେ ଡେଙ୍ଗୁ ଲାର୍ଭା ମିଳିବା ପରେ ମୁମ୍ବାଇ ମହାନଗର ପାଳିକା (ବିଏମସି) ତାଙ୍କୁ ନୋଟିସ୍‌ ଜାରି କରିଛି। ବିଏମସିର ଜଣେ ଅଧିକାରୀଙ୍କ କହିବା ମୁତାବକ ସୁସ୍ମିତାଙ୍କ ଫ୍ଲାଟର ଗ୍ୟାଲେରୀ ଓ ଛାତ ଉପରେ ଏଡିସ ମଶାଙ୍କ ଲାର୍ଭା ମିଳିଛି। ଆଇନ ଅନୁସାରେ ସୁସ୍ମିତାଙ୍କ ଉପରେ ୨୦,୦୦୦ ଟଙ୍କାର ଜରିମାନା ଲାଗିପାରେ। ଏହାସହ ତାଙ୍କ ବିରୋଧରେ ଆଇଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ପାରେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ପୂର୍ବରୁ ଶାହିଦ […]

sushmita

sushmita

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 06:27 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଘରେ ଡେଙ୍ଗୁ ଲାର୍ଭା ମିଳିବା ପରେ ମୁମ୍ବାଇ ମହାନଗର ପାଳିକା (ବିଏମସି) ତାଙ୍କୁ ନୋଟିସ୍‌ ଜାରି କରିଛି। ବିଏମସିର ଜଣେ ଅଧିକାରୀଙ୍କ କହିବା ମୁତାବକ ସୁସ୍ମିତାଙ୍କ ଫ୍ଲାଟର ଗ୍ୟାଲେରୀ ଓ ଛାତ ଉପରେ ଏଡିସ ମଶାଙ୍କ ଲାର୍ଭା ମିଳିଛି।

ଆଇନ ଅନୁସାରେ ସୁସ୍ମିତାଙ୍କ ଉପରେ ୨୦,୦୦୦ ଟଙ୍କାର ଜରିମାନା ଲାଗିପାରେ। ଏହାସହ ତାଙ୍କ ବିରୋଧରେ ଆଇଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ପାରେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ପୂର୍ବରୁ ଶାହିଦ କପୁରଙ୍କ ସୁଇମିଂ ପୁଲରେ ଏଡିସ ମଶାର ଲାର୍ଭା ମିଳିଥିଲା। ଏହା ଜଣାପଡିବା ପରେ ବିଏମ୍‌ସି ପକ୍ଷରୁ ତାଙ୍କୁ ମଧ୍ୟ ନୋଟିସ୍‌ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos