ଭାଲେନଟାଇନ ଡେ’ରେ ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଲେ କୋହଲି

ମୁମ୍ବାଇ: ଭାଲେନଟାଇନ ଡେ’ରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ତାଙ୍କ ବାନ୍ଧବୀ ତଥା ପ୍ରେମିକା ଅନୁଷ୍କା ଶର୍ମାଙ୍କୁ ଟ୍ୱିଟ୍‌ରରେ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ଅନୁଷ୍କା ତାଙ୍କ ଅପ୍‌କମିଂ ଫିଲ୍ମ ‘ଫିଲୁରୀ’ର ପ୍ରମୋସନ ପାଇଁ ବ୍ୟସ୍ତ ଥିବା ବେଳେ ବଲିଉଡ୍‌ର ଅନ୍ୟ କଳାକାରମାନେ ଭାଲେନଟାଇନ ଡେ’କୁ ଧୁମଧାମ୍‌ରେ  ସେଲିବ୍ରେଟ୍‌ କରିଛନ୍ତି।

virat_

Rakesh Mallick
  • Published: Wednesday, 15 February 2017
  • , Updated: 15 February 2017, 06:06 PM IST

Related story