ତବୁ ହେବେ ‘ଗୋଲମାଲ ଏଗେନ୍‌’ର ନୂଆ ମୁହଁ

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀଙ୍କ ‘ଗୋଲମାଲ’ ସିରିଜରେ ଏଥର ଦର୍ଶକଙ୍କୁ ଆଉ ଏକ ନୂଆ ମୁହଁ ଦେଖାଇବେ। ସେହି ନୂଆ ମୁହଁ ହେଉଛି ଅଭିନେତ୍ରୀ ତବୁଙ୍କର। ‘ଗୋଲମାଲ ଏଗେନ୍‌’ ଟାଇଟଲର ଏହି ଚତୁର୍ଥ ଫିଲ୍ମରେ ପରିଣିତି ଚୋପ୍ରା, କୁନାଲ ଖେମୁ ଓ ତବୁ ପ୍ରଥମ ଥର ପାଇଁ ଅଜୟ ଦେବଗନ୍‌, ଅରସଦ ବାରସୀ ଓ ତୁଷାର କପୁରଙ୍କ ସହ ନଜର ଆସିବେ। ବଲିଡର ଟ୍ରେଡ୍‌ ଆନାଲିଟିଷ୍ଟ ତରନ୍‌ ଆଦର୍ଶ ଟ୍ୱିଟ୍‌ କରି ଏହି ଫିଲ୍ମର ଫାଇନାଲ କାଷ୍ଟିଂର […]

Tabu-golmal

Rakesh Mallick
  • Published: Tuesday, 31 January 2017
  • , Updated: 31 January 2017, 04:56 PM IST

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀଙ୍କ ‘ଗୋଲମାଲ’ ସିରିଜରେ ଏଥର ଦର୍ଶକଙ୍କୁ ଆଉ ଏକ ନୂଆ ମୁହଁ ଦେଖାଇବେ। ସେହି ନୂଆ ମୁହଁ ହେଉଛି ଅଭିନେତ୍ରୀ ତବୁଙ୍କର।

‘ଗୋଲମାଲ ଏଗେନ୍‌’ ଟାଇଟଲର ଏହି ଚତୁର୍ଥ ଫିଲ୍ମରେ ପରିଣିତି ଚୋପ୍ରା, କୁନାଲ ଖେମୁ ଓ ତବୁ ପ୍ରଥମ ଥର ପାଇଁ ଅଜୟ ଦେବଗନ୍‌, ଅରସଦ ବାରସୀ ଓ ତୁଷାର କପୁରଙ୍କ ସହ ନଜର ଆସିବେ।

ବଲିଡର ଟ୍ରେଡ୍‌ ଆନାଲିଟିଷ୍ଟ ତରନ୍‌ ଆଦର୍ଶ ଟ୍ୱିଟ୍‌ କରି ଏହି ଫିଲ୍ମର ଫାଇନାଲ କାଷ୍ଟିଂର ଘୋଷଣା କରିଛନ୍ତି। ‘ଦ୍ରିଷ୍ୟମ’ ପରେ ତବୁ ଓ ଅଜୟ ଦେବଗନ୍‌ ପୁଣି ଥରେ ଏକାଠି ନଜର ଆସିବେ।

Related story