୧୯ ବର୍ଷ ପରେ ତାମିଲ ଫିଲ୍ମକୁ କମ୍‌ବ୍ୟାକ୍‌ କଲେ କାଜଲ

ମୁମ୍ବାଇ: ଦୀଘ୍ର ୧୯ ବର୍ଷ ପରେ ବଲିଉଡ ଅଭିନେତ୍ରୀ କାଜଲ ପୁଣି ତାମିଲ ଫିଲ୍ମକୁ କମ୍‌ବ୍ୟାକ୍‌ କରୁଛନ୍ତି। ତାହା ପୁଣି ଖଳନାୟିକା ଭୁମିକାରେ। ଖବର ଅନୁସାରେ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ ‘ଭିଆଇପି-୨’ରେ କାଜଲ ଖଳନାୟିକା ଭୁମିକାରେ ଆସୁଛନ୍ତି। ଏଥିରେ ସୌନ୍ଦର୍ଯ୍ୟାଙ୍କ ପତି ତଥା ତାମିଲ ସୁପରଷ୍ଟାର ଧନୁଷ କାଜଲଙ୍କ ବିପକ୍ଷରେ ଅଭିନୟ କରିବେ। କାଜଲ ସୋସିଆଲ ମିଡିଆରେ ଧନୁଷ ଓ ସୌନ୍ଦର୍ଯ୍ୟାଙ୍କ ଫଟୋ ଅପ୍‌ଲୋଡ଼ କରିବା ପରେ ଏହି କଥା ଜଣାପଡିଛି।

kajal

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 05:48 PM IST

ମୁମ୍ବାଇ: ଦୀଘ୍ର ୧୯ ବର୍ଷ ପରେ ବଲିଉଡ ଅଭିନେତ୍ରୀ କାଜଲ ପୁଣି ତାମିଲ ଫିଲ୍ମକୁ କମ୍‌ବ୍ୟାକ୍‌ କରୁଛନ୍ତି। ତାହା ପୁଣି ଖଳନାୟିକା ଭୁମିକାରେ।

ଖବର ଅନୁସାରେ ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ ‘ଭିଆଇପି-୨’ରେ କାଜଲ ଖଳନାୟିକା ଭୁମିକାରେ ଆସୁଛନ୍ତି। ଏଥିରେ ସୌନ୍ଦର୍ଯ୍ୟାଙ୍କ ପତି ତଥା ତାମିଲ ସୁପରଷ୍ଟାର ଧନୁଷ କାଜଲଙ୍କ ବିପକ୍ଷରେ ଅଭିନୟ କରିବେ। କାଜଲ ସୋସିଆଲ ମିଡିଆରେ ଧନୁଷ ଓ ସୌନ୍ଦର୍ଯ୍ୟାଙ୍କ ଫଟୋ ଅପ୍‌ଲୋଡ଼ କରିବା ପରେ ଏହି କଥା ଜଣାପଡିଛି।

Related story