‘ସିଷ୍ଟର ଶ୍ରୀଦେବୀ’ ଓ ‘ଅଭୟ’ ଫିଲ୍ମର ପୋଷ୍ଟର ରିଲିଜ

ଭୁବନେଶ୍ୱର: ଆସନ୍ତା ରଜରେ ଧମାଲ କରିବ ତରଙ୍ଗ ସିନେ ପ୍ରଡକସନ୍ସ। ଦୁଇ ଦୁଇଟି ଫିଲ୍ମକୁ ନେଇ ଆସୁଛି ତରଙ୍ଗ। ବାବୁସାନ୍‌ ଓ ଅନୁଭବ ମହାନ୍ତିଙ୍କ ଅଭିନୀତ ‘ସିଷ୍ଟର ଶ୍ରୀଦେବୀ’ ଏବଂ ‘ଅଭୟ’ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି। ସିଷ୍ଟର ଶ୍ରୀଦେବୀ’ ଏବଂ ‘ଅଭୟ’ ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି। ଦର୍ଶକଙ୍କୁ ଅପେକ୍ଷା କରିବାକୁ ହେବ ଏଥର ରଜକୁ।

ABHAY-ODIA-m

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 09:16 PM IST

ଭୁବନେଶ୍ୱର: ଆସନ୍ତା ରଜରେ ଧମାଲ କରିବ ତରଙ୍ଗ ସିନେ ପ୍ରଡକସନ୍ସ। ଦୁଇ ଦୁଇଟି ଫିଲ୍ମକୁ ନେଇ ଆସୁଛି ତରଙ୍ଗ। ବାବୁସାନ୍‌ ଓ ଅନୁଭବ ମହାନ୍ତିଙ୍କ ଅଭିନୀତ ‘ସିଷ୍ଟର ଶ୍ରୀଦେବୀ’ ଏବଂ ‘ଅଭୟ’ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି।

ସିଷ୍ଟର ଶ୍ରୀଦେବୀ’ ଏବଂ ‘ଅଭୟ’ ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି। ଦର୍ଶକଙ୍କୁ ଅପେକ୍ଷା କରିବାକୁ ହେବ ଏଥର ରଜକୁ।

Related story