ବାଃ ବାଃରେ ହିରୋ ନଂ-୧: ଟାୱେଲ୍ ବେଶରେ ବାବୁସାନ୍, ନେତା ନେଉଛନ୍ତି ସେଲ୍ଫି

ନେଚର୍ କଲିଂ। ସ୍ଥିତି ଅସମ୍ଭାଳ। କେହିବି ଅଟକାଇଲେ ପ୍ରବ୍ଲେମ୍ ହୋଇପାରେ। ଏମିତି ଅବସ୍ଥା ସଞ୍ଜୁ ଓରଫ ବାବୁସାନଙ୍କର। ଗାମୁଛା ବେଶରେ ଓଲିଉଡ୍‌ର ଚକୋଲେଟ୍ ହିରୋ ବାବୁସାନ। ଦେଖନ୍ତୁ ତାଙ୍କର ଅବସ୍ଥା। ସେଥିପାଇଁ ତାଙ୍କୁ କିଏ କିଏ କହିଲେଣି ଟାୱେଲ ନାୟକ। ଆପଣ ଭାବୁଥିବେ ବିଚରା ବାବୁସାନ୍ ଏମିତି ବେଶରେ କାହିଁକି ଉଭା ହେଲେ। ରିଅଲ୍ ଲାଇଫ୍‌ରେ ସେ କଣ କରୁଥିବେ କେଜାଣି, ଇଏ କିନ୍ତୁ ରିଲ୍ ଲାଇଫ୍ ବେଶ। ସୁଟିଂ ଚାଲିଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ […]

Rakesh Mallick
  • Published: Wednesday, 30 August 2017
  • Updated: 30 August 2017, 07:16 PM IST

Sports

Latest News

ନେଚର୍ କଲିଂ। ସ୍ଥିତି ଅସମ୍ଭାଳ। କେହିବି ଅଟକାଇଲେ ପ୍ରବ୍ଲେମ୍ ହୋଇପାରେ। ଏମିତି ଅବସ୍ଥା ସଞ୍ଜୁ ଓରଫ ବାବୁସାନଙ୍କର। ଗାମୁଛା ବେଶରେ ଓଲିଉଡ୍‌ର ଚକୋଲେଟ୍ ହିରୋ ବାବୁସାନ। ଦେଖନ୍ତୁ ତାଙ୍କର ଅବସ୍ଥା। ସେଥିପାଇଁ ତାଙ୍କୁ କିଏ କିଏ କହିଲେଣି ଟାୱେଲ ନାୟକ।

ଆପଣ ଭାବୁଥିବେ ବିଚରା ବାବୁସାନ୍ ଏମିତି ବେଶରେ କାହିଁକି ଉଭା ହେଲେ। ରିଅଲ୍ ଲାଇଫ୍‌ରେ ସେ କଣ କରୁଥିବେ କେଜାଣି, ଇଏ କିନ୍ତୁ ରିଲ୍ ଲାଇଫ୍ ବେଶ। ସୁଟିଂ ଚାଲିଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ହିରୋ ନଂ-୧ର ଏକ ମଜାଳିଆ ସିନ୍।

ବାବୁସାନ୍ ଓରଫ୍ ସଂଜୁ ବାବୁ ବାହାରିଛନ୍ତି ଟଏଲେଟ୍। କିନ୍ତୁ ଏଇ ସମୟରେ ପହଞ୍ଚିଛନ୍ତି ଦୁଇଜଣ ରାଜନେତା। ଜଣଙ୍କ ହାତରେ ଫୁଲମାଳ ଓ ଆଉ ଜଣଙ୍କ ହାତରେ ଢାଳ। ଦୃଶ୍ୟ ବଡ଼ ମଜାଦାର। ସଞ୍ଜୁ ଯିବେ ଟଏଲେଟ୍। ସେଥିପାଇଁ ନେତାଏ ପହଞ୍ଚିଲେ କି ଢାଳ ଧରି? ସଞ୍ଜୁଙ୍କୁ ପ୍ରେସର ପ୍ରବଳ, କିନ୍ତୁ ତାଙ୍କୁ ଛାଡିବାକୁ ନାରାଜ ନେତାଏ। ଉଭୟ ଚାହୁଁଛନ୍ତି ବାବୁ ସଂଜୁ ତାଙ୍କ ଦଳରେ ସାମିଲ୍ ହୁଅନ୍ତୁ। ଏଥିପାଇଁ ଦେଖାଉଛନ୍ତି ପ୍ରଲୋଭନ।

ଏପଟେ କିନ୍ତୁ ପାଟିରେ ବ୍ରସ୍ ପୂରେଇ କଣ କହୁଛନ୍ତି ସଞ୍ଜୁ ବାବୁ ତାହା କେହି ଶୁଣୁନାହାଁନ୍ତି। ନେତା ମନ୍ତ୍ରୀ ସମସ୍ତେ ତାଙ୍କୁ ଚଉକିରେ ବସାଇ ସେଲଫି ନେବାରେ ବ୍ୟସ୍ତ। ଏମିତି କିଛି ୟୁନିକ୍ ଓ ଇଣ୍ଟ୍ରେଷ୍ଟ୍ରିଂ ସିନ୍ ରହିଛି ହିରୋ ନଂ-୧ରେ। ସୁଟିଂ ଭିଡିଓ ଦେଖିଲେ ଆପଣ ହସି ହସି ଗଡ଼ିବେ। ପୂରା ଫିଲ୍ମ ଆସିଲେ ତ ନିଶ୍ଚିତ ଦର୍ଶକ ତାକୁ ପସନ୍ଦ କରିବେ। ଏଥିପାଇଁ ଫିଲ୍ମର ନିର୍ଦ୍ଦେଶକ ତାପସ ସରଘରିଆ ପୂରା ଦମ୍ ଲଗେଇଛନ୍ତି।

https://www.youtube.com/watch?v=p-RWeFPdm1c

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story