ବାହା ହେଲେ ସମୀକ୍ଷା, ଅନ୍‌ଲାଇନ୍‌ରେ ଆଶୀର୍ବାଦ ଦେଲେ ବାପାମା’

ମୁମ୍ବାଇ: ଅନେକ ପଞ୍ଜାବୀ, ତାମିଲ ଓ ତେଲୁଗୁ ଫିଲ୍ମ ସହିତ ‘ପୋରସ୍’ ଓ ‘ଜାରା’ ଆଦି ଧାରାବାହିକରେ ଅଭିନୟ କରିଥିବା ସମୀକ୍ଷା ସିଂହ ତାଙ୍କ ବୟଫ୍ରେଣ୍ଡ ଶେଲ୍ ଓସ୍ୱାଲଙ୍କୁ ଜୁଲାଇ ୩ ତାରିଖରେ ସିଙ୍ଗାପୁରରେ ବାହା ହୋଇଛନ୍ତି। ସେଠାରେ ଏକ ଗୁରୁଦ୍ୱାରରେ ଏହି ବାହାଘର ହୋଇଥିଲା। ତାଙ୍କ ସ୍ୱାମୀ ସିଙ୍ଗାପୁରର ଜଣେ ଶିଳ୍ପପତି । ସେ ଗୀତ ମଧ୍ୟ ଗାଆନ୍ତି। କରୋନା ଯୋଗୁ ଏହି ବାହାଘରରେ ସମୀକ୍ଷାଙ୍କ ବାପାମା’ ସାମିଲ ହୋଇପାରି ନଥିଲେ। ସେମାନେ ଅନ୍‌ଲାଇନ୍‌ରେ ରହି […]

samikhya1

samikhya1

Jitendra Garnayak
  • Published: Wednesday, 08 July 2020
  • Updated: 08 July 2020, 01:02 PM IST

Sports

Latest News

ମୁମ୍ବାଇ: ଅନେକ ପଞ୍ଜାବୀ, ତାମିଲ ଓ ତେଲୁଗୁ ଫିଲ୍ମ ସହିତ ‘ପୋରସ୍’ ଓ ‘ଜାରା’ ଆଦି ଧାରାବାହିକରେ ଅଭିନୟ କରିଥିବା ସମୀକ୍ଷା ସିଂହ ତାଙ୍କ ବୟଫ୍ରେଣ୍ଡ ଶେଲ୍ ଓସ୍ୱାଲଙ୍କୁ ଜୁଲାଇ ୩ ତାରିଖରେ ସିଙ୍ଗାପୁରରେ ବାହା ହୋଇଛନ୍ତି। ସେଠାରେ ଏକ ଗୁରୁଦ୍ୱାରରେ ଏହି ବାହାଘର ହୋଇଥିଲା। ତାଙ୍କ ସ୍ୱାମୀ ସିଙ୍ଗାପୁରର ଜଣେ ଶିଳ୍ପପତି । ସେ ଗୀତ ମଧ୍ୟ ଗାଆନ୍ତି।

କରୋନା ଯୋଗୁ ଏହି ବାହାଘରରେ ସମୀକ୍ଷାଙ୍କ ବାପାମା’ ସାମିଲ ହୋଇପାରି ନଥିଲେ। ସେମାନେ ଅନ୍‌ଲାଇନ୍‌ରେ ରହି ସମୀକ୍ଷା ଓ ତାଙ୍କ ସ୍ୱାମୀଙ୍କୁ ଆଶୀର୍ବାଦ ଦେଇଥିଲେ। କରୋନା ଯୋଗୁ ଏହି ବିବାହ ଜାକଜମକରେ ହୋଇ ନଥିଲା।

ସମୀକ୍ଷା କହିଛନ୍ତି ଯେ ଜୁଲାଇ ୩ ହେଉଛି ତାଙ୍କ ଶ୍ୱଶୁରଙ୍କ ଜନ୍ମଦିନ। ତେଣୁ ଏହି ଦିନକୁ ବିବାହ ପାଇଁ ବଛା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story