ମା’ ହେଲେ ଦେବିନା, ଘରକୁ ଆସିଲେ ବେବି ଗାର୍ଲ

ମୁମ୍ବାଇ: ପିତାମାତା ହେଲେ ଟେଲିଭିଜନର ରାମ-ସୀତା ଯୋଡ଼ି। ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀଙ୍କ ଘରକୁ ଆସିଲେ ନୂଆ ଅତିଥି । ବେବି ଗାର୍ଲର ପ୍ୟାରେଣ୍ଟସ୍‌ ହେଲେ ଟେଲିଭିଜନ ଜଗତର ଏହି ହିଟ୍‌ ଯୋଡ଼ି। ବିବାହର ୧୧ ବର୍ଷ ପରେ ଫ୍ୟାନ୍ସଙ୍କୁ ଏହି ଗୁଡ ନ୍ୟୁଜ ଦେଇଥିବା ଗୁରମିତ ଓ ଦେବିନାଙ୍କ ଖୁସି ବନ୍ଧବାଡ଼ ମାନୁନି । ଗୁରମିତ ନିଜ ଝିଅର ପ୍ରଥମ ଭିଡିଓ ଇନଷ୍ଟାଗ୍ରାମରେ ଶେଆର କରିଥିବା ବେଳେ ଏହାକୁ ଖୁବ୍‌ ଶୀଘ୍ର ଭାଇରାଲ ହେବାରେ […]

debina-with-husband

debina-with-husband

Niharika Rout
  • Published: Tuesday, 05 April 2022
  • Updated: 05 April 2022, 06:24 PM IST

Sports

Latest News

ମୁମ୍ବାଇ: ପିତାମାତା ହେଲେ ଟେଲିଭିଜନର ରାମ-ସୀତା ଯୋଡ଼ି। ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀଙ୍କ ଘରକୁ ଆସିଲେ ନୂଆ ଅତିଥି । ବେବି ଗାର୍ଲର ପ୍ୟାରେଣ୍ଟସ୍‌ ହେଲେ ଟେଲିଭିଜନ ଜଗତର ଏହି ହିଟ୍‌ ଯୋଡ଼ି। ବିବାହର ୧୧ ବର୍ଷ ପରେ ଫ୍ୟାନ୍ସଙ୍କୁ ଏହି ଗୁଡ ନ୍ୟୁଜ ଦେଇଥିବା ଗୁରମିତ ଓ ଦେବିନାଙ୍କ ଖୁସି ବନ୍ଧବାଡ଼ ମାନୁନି । ଗୁରମିତ ନିଜ ଝିଅର ପ୍ରଥମ ଭିଡିଓ ଇନଷ୍ଟାଗ୍ରାମରେ ଶେଆର କରିଥିବା ବେଳେ ଏହାକୁ ଖୁବ୍‌ ଶୀଘ୍ର ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଗୁରମିତ ନିଜ ଝିଅର କ୍ୟୁଟ ହାତକୁ ଦେଖାଇଥିବା ବେଳେ ଚେହେରା ଦେଖାଇ ନାହାନ୍ତି।  ଭିଡିଓରେ ପ୍ରଥମେ ଗୁରୁମିତଙ୍କ ହାତ ଦେଖିବାକୁ ମିଳୁଥିବା ବେଳେ  ତାହା ଭିତରେ ରହିଛି ଦେବିନାଙ୍କ ହାତ । ଏହାପରେ ଉଭୟ ପିତାମାତାଙ୍କ ହାତ ମଝିରୁ ବାହାରୁଛି ନହ୍ନି ପରୀର ହାତ । ଏହି ଭିଡିଓ ଖୁବ୍‌ କ୍ୟୁଟ ହୋଇଥିବା ବେଳେ ଛୁଟୁଛି ଶୁଭେଚ୍ଛାର ସୁଅ।  ବହୁତ ଖୁସିର ସହ ଆମେ ଆମ ବେବି ଗାର୍ଲକୁ ସ୍ୱାଗତ କରୁଛୁ ବୋଲି ଏହି ଭିଡିଓ ଶେଆର କରି କ୍ୟାପସନ ଦେଇଛନ୍ତି ଗୁରୁମିତ । ଆପଣ ସମସ୍ତଙ୍କ ଭଲ ପାଇବା ଓ ଆଶିର୍ବାଦ ପାଇଁ ଧନ୍ୟବାଦ । ଏହି ଖବର ପ୍ରଚାରିତ ହେବା ପରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

[caption id="attachment_725127" align="aligncenter" width="650"]debina with husband ସ୍ୱାମୀଙ୍କ ସହ ଦେବିନା ବାନାର୍ଜୀ ।[/caption]

ଟିଭି ଅଭିନେତା ଗୁରମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ଟେଲି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଯୋଡି। ଦୁହିଁଙ୍କ ଯୋଡିକୁ ପ୍ରାୟ ସମସ୍ତ ପସନ୍ଦ କରିଥିାନ୍ତି। ୨୦୦୮ରେ ରାମାୟଣ ସିରିଏଲ୍‌ର ଶୁଟିଂ ସେଟ୍‌ରେ ଏଦୁହିଁଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁହେଁ ରାମ ସୀତା ରୂପେ ଏଥିରେ ଅଭିନୟ କରିଥିଲେ। ୨୦୧୧ରେ ଗୁରମିତ ଏବଂ ଦେବିନା ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story