ଖୁବ୍‌ ଶୀଘ୍ର ରିଲିଜ ହେବ ‘ଦ ଘାଜୀ ଆଟାକ୍‌’

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତା କରନ୍‌ ଜୋହର ଏ.ଏ. ଫିଲ୍ମସ୍‌ ସହିତ ମିଶି ‘ଦ ଘାଜୀ ଆଟାକ୍‌’ ତିଆରି କରିବାକୁ ଯାଉଛନ୍ତି। ଭାରତରେ ପ୍ରଥମଥର ପାଇଁ ଏପରି ଏକ ଫିଲ୍ମ ତିଆରି କରାଯାଉଛି ଯେଉଁଥିରେ ସମୁଦ୍ର ଉପରେ ଯୁଦ୍ଧ କରାଯାଉଥିବାର ଦୃଶ୍ୟ ଦେଖାଯିବ। ଏହି ଫିଲ୍ମରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କରନ୍‌ ତାଙ୍କର ଏହି ଫିଲ୍ମ ସଂପର୍କିତ ଖବର ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ଫିଲ୍ମଟି ଫେବୃଆରୀ ୧୭, ୨୦୧୭ରେ ରିଲିଜ କରାଯିବ।

the-gazhi-attack

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 01:19 PM IST

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତା କରନ୍‌ ଜୋହର ଏ.ଏ. ଫିଲ୍ମସ୍‌ ସହିତ ମିଶି ‘ଦ ଘାଜୀ ଆଟାକ୍‌’ ତିଆରି କରିବାକୁ ଯାଉଛନ୍ତି। ଭାରତରେ ପ୍ରଥମଥର ପାଇଁ ଏପରି ଏକ ଫିଲ୍ମ ତିଆରି କରାଯାଉଛି ଯେଉଁଥିରେ ସମୁଦ୍ର ଉପରେ ଯୁଦ୍ଧ କରାଯାଉଥିବାର ଦୃଶ୍ୟ ଦେଖାଯିବ।

ଏହି ଫିଲ୍ମରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କରନ୍‌ ତାଙ୍କର ଏହି ଫିଲ୍ମ ସଂପର୍କିତ ଖବର ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି। ଫିଲ୍ମଟି ଫେବୃଆରୀ ୧୭, ୨୦୧୭ରେ ରିଲିଜ କରାଯିବ।

Related story