‘ଦ ଘାଜି ଆଟାକ’ ଓ ‘ଇରାଦା’ ରିଲିଜ୍‌

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ହଲକୁ ଆସିଛି ଦୁଇଟି ହିନ୍ଦୀ ଫିଲ୍ମ। ଫିଲ୍ମ ଦୁଇଟି ହେଉଛି ‘ଦ ଘାଜି ଆଟାକ’ ଏବଂ ‘ଇରାଦା’। ଯୁଦ୍ଧ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଦ ଘାଜି ଆଟାକ’ ଉଭୟ ତେଲୁଗୁ ଓ ହିନ୍ଦୀ ଭାଷାରେ ରିଲିଜ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କଳ୍ପ ରେଡ୍ଡୀ। ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଏହି ସିନେମାଟି ଆଧାରିତ ଯୁଦ୍ଧ ସମୟର ନୌବାହିନୀ ଭୂମିକା ଉପରେ ପର୍ଯ୍ୟବେଷିତ। ‘ଦ ଘାଜି ଆଟାକ’କୁ […]

maxresdefault

Rakesh Mallick
  • Published: Friday, 17 February 2017
  • , Updated: 17 February 2017, 04:17 PM IST

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ହଲକୁ ଆସିଛି ଦୁଇଟି ହିନ୍ଦୀ ଫିଲ୍ମ। ଫିଲ୍ମ ଦୁଇଟି ହେଉଛି ‘ଦ ଘାଜି ଆଟାକ’ ଏବଂ ‘ଇରାଦା’। ଯୁଦ୍ଧ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଦ ଘାଜି ଆଟାକ’ ଉଭୟ ତେଲୁଗୁ ଓ ହିନ୍ଦୀ ଭାଷାରେ ରିଲିଜ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କଳ୍ପ ରେଡ୍ଡୀ। ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଏହି ସିନେମାଟି ଆଧାରିତ ଯୁଦ୍ଧ ସମୟର ନୌବାହିନୀ ଭୂମିକା ଉପରେ ପର୍ଯ୍ୟବେଷିତ।

‘ଦ ଘାଜି ଆଟାକ’କୁ ଟକ୍କର ଦେବା ପାଇଁ ହଲକୁ ଆସିଛି ‘ଇରାଦା’। ଏହି ସିନେମାରେ ପୁଣି ଥରେ ଦେଖିବାକୁ ମିଳିଛି ନସିରୁଦ୍ଦିନ ସାହା ଓ ଅର୍ସଦ  ୱାରସିଙ୍କ ଯୋଡିକୁ। ଝିଅର ମୃତ୍ୟୁରେ ଭାଙ୍ଗିପଡ଼ିଥିବା ଜଣେ ଏକ୍ସ-ଆର୍ମି ଅଫିସର କିଭଳି ପ୍ରତିଶୋଧ ନେଉଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି।

Related story