'ବାହୁବଳୀ'ର ରେକର୍ଡ ଭାଙ୍ଗିଲେ ଅକ୍ଷୟ ଓ ରଜନୀକାନ୍ତ!

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର୍‌ ରଜନୀକାନ୍ତ ଓ ଅକ୍ଷୟ କୁମାର ଅଭିନୀତ ଫିଲ୍ମ ୨.୦ ବକ୍ସ ଅଫିସ୍‌ରେ ଧମାଲ୍‌ କରିଛି। ସୂଚନା ଅନୁସାରେ,ଏହି ଫିଲ୍ମ ଚର୍ଚ୍ଚିତ ଫିଲ୍ମ ‘ବାହୁବଳୀ’ର ରେକର୍ଡକୁ ବି ଭାଙ୍ଗି ଦେଇଛି। ଏହି ଫିଲ୍ମର ହିନ୍ଦି ଭର୍ସନ୍‌ ରିଲିଜ୍‌ ହେବାର ୬ଦିନ ମଧ୍ୟରେ ୧୨୨.୫ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ପ୍ରଥମ ଦିନରେ ୨୨କୋଟି ୨୫ ଲକ୍ଷ ରୋଜଗାର କରିଥିବା ବେଳେ ଶୁକ୍ରବାର ୧୮କୋଟି, ଶନିବାର ୨୫, ରବିବାର ୩୪, ସୋମବାର […]

2-point-0-record_b_

2-point-0-record_b_

Biswobandita Swain
  • Published: Wednesday, 05 December 2018
  • Updated: 05 December 2018, 07:29 PM IST

Sports

Latest News

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର୍‌ ରଜନୀକାନ୍ତ ଓ ଅକ୍ଷୟ କୁମାର ଅଭିନୀତ ଫିଲ୍ମ ୨.୦ ବକ୍ସ ଅଫିସ୍‌ରେ ଧମାଲ୍‌ କରିଛି। ସୂଚନା ଅନୁସାରେ,ଏହି ଫିଲ୍ମ ଚର୍ଚ୍ଚିତ ଫିଲ୍ମ 'ବାହୁବଳୀ'ର ରେକର୍ଡକୁ ବି ଭାଙ୍ଗି ଦେଇଛି। ଏହି ଫିଲ୍ମର ହିନ୍ଦି ଭର୍ସନ୍‌ ରିଲିଜ୍‌ ହେବାର ୬ଦିନ ମଧ୍ୟରେ ୧୨୨.୫ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ପ୍ରଥମ ଦିନରେ ୨୨କୋଟି ୨୫ ଲକ୍ଷ ରୋଜଗାର କରିଥିବା ବେଳେ ଶୁକ୍ରବାର ୧୮କୋଟି, ଶନିବାର ୨୫, ରବିବାର ୩୪, ସୋମବାର ୧୩.୭୫ କୋଟି ଏବଂ ମଙ୍ଗଳବାର ପ୍ରାୟ ୧୧କୋଟି ୫୦ଲକ୍ଷ ଟଙ୍କାର ବ୍ୟବସାୟ କରିଛି।

ବ୍ୟବସାୟ ଦୃଷ୍ଟିରୁ ଫିଲ୍ମର ଏପରି ସଫଳତାକୁ ନେଇ ଉଭୟ ରଜନୀକାନ୍ତ ଏବଂ ଅକ୍ଷୟ କୁମାର ବେଶ୍‌ ଖୁସି ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos