ଏମାନେ ବଲିଉଡ଼ର ବିୟୁଟି କୁଇନ୍‌: ପିନ୍ଧନ୍ତି ନାହିଁ ଅଣ୍ଡରୱେର

ମୁମ୍ବାଇ: ଚର୍ଚ୍ଚାରେ ରହିବାକୁ କାହାକୁ ଭଲ ନ ଲାଗେ। ଯେକୌଣସି ପ୍ରକାରେ ଚର୍ଚ୍ଚାରେ ରହିବାକୁ ପ୍ରାୟ ସମସ୍ତେ ଚାହାନ୍ତି। ହେଲେ ଏହି ମାନସିକତା ବଲିଉଡର ଅଭିନେତ୍ରୀଙ୍କ କ୍ଷେତ୍ରରେ ଅଧିକ। କାରଣ ଯାହା ହୋଇଥାଉ ଗଣମାଧ୍ୟମରେ ରହିବାକୁ ବହୁ ଅଭିନେତ୍ରୀ ଅଜବଗଜବ ଉପାୟ ଅବଲମ୍ବନ କରିଥାନ୍ତି। କେତେବେଳେ ରାମ୍ପ ଶୋ’ରେ ଟପ୍‌ଲେସ୍‌  ହେବା, ରାମ୍ପ ଶୋ’ରେ ପଡ଼ିଯିବା ଓ ବ୍ରା ନ ପିନ୍ଧି ଷ୍ଟେଜକୁ ଆସି ଚର୍ଚ୍ଚାରେ ରହିଥାନ୍ତି। ମଜାଦାର କଥା ହେଲେ ବି-ଟାଉନର ବହୁ ଅଭିନେତ୍ରୀ ଅଣ୍ଡରୱେର […]

undesrrrr

Rakesh Mallick
  • Published: Friday, 31 March 2017
  • , Updated: 01 April 2017, 12:13 PM IST

ମୁମ୍ବାଇ: ଚର୍ଚ୍ଚାରେ ରହିବାକୁ କାହାକୁ ଭଲ ନ ଲାଗେ। ଯେକୌଣସି ପ୍ରକାରେ ଚର୍ଚ୍ଚାରେ ରହିବାକୁ ପ୍ରାୟ ସମସ୍ତେ ଚାହାନ୍ତି। ହେଲେ ଏହି ମାନସିକତା ବଲିଉଡର ଅଭିନେତ୍ରୀଙ୍କ କ୍ଷେତ୍ରରେ ଅଧିକ। କାରଣ ଯାହା ହୋଇଥାଉ ଗଣମାଧ୍ୟମରେ ରହିବାକୁ ବହୁ ଅଭିନେତ୍ରୀ ଅଜବଗଜବ ଉପାୟ ଅବଲମ୍ବନ କରିଥାନ୍ତି। କେତେବେଳେ ରାମ୍ପ ଶୋ’ରେ ଟପ୍‌ଲେସ୍‌  ହେବା, ରାମ୍ପ ଶୋ’ରେ ପଡ଼ିଯିବା ଓ ବ୍ରା ନ ପିନ୍ଧି ଷ୍ଟେଜକୁ ଆସି ଚର୍ଚ୍ଚାରେ ରହିଥାନ୍ତି। ମଜାଦାର କଥା ହେଲେ ବି-ଟାଉନର ବହୁ ଅଭିନେତ୍ରୀ ଅଣ୍ଡରୱେର ପିନ୍ଧିବାକୁ ଭଲ ପାଇ ନ ଥାନ୍ତି। ଆଉ ଏଥିପାଇଁ ସେମାନେ ଆକର୍ଷଣର କେନ୍ଦ୍ରବିନ୍ଦୁ ମଧ୍ୟ ପାଲଟିଥାନ୍ତି।

କୁହାଯାଏ ଚର୍ଚ୍ଚାରେ ରହିବାକୁ ଏହି ଅଭିନେତ୍ରୀମାନେ ଅଣ୍ଡରୱେରକୁ କରିଥାନ୍ତି ବାଏ ବାଏ

ଆଲିଆ ଭଟ୍ଟ- ଭଟ୍ଟ ଫ୍ୟାମିଲର ସାନ ଝିଅ ଆଲିଆ। ସବୁ ବେଳେ ଛୋଟ ଡ୍ରେସ୍‌ରେ ନଜରକୁ ଆସନ୍ତି। ସତ କହିବାକୁ ଗଲେ ଏହି ଡ୍ରେସ୍‌ରେ ସେ ବହୁତ ସେକ୍ସି ବି ଲାଗିଥାନ୍ତି। ହେଲେ ଆଲିଆ ଅଣ୍ଡରୱେର ପିନ୍ଧିବାକୁ ଆଦୌ ଭଲ ପାଇ ନ ଥାନ୍ତି। ଏପରିକି ବହୁ କାର୍ଯ୍ୟକ୍ରମକୁ ସେ ବିନା ଅଣ୍ଡରୱେରରେ ଯାଇଥାନ୍ତି। ଅନେକ ପାର୍ଟିରେ ତାଙ୍କୁ ବିନା ଅଣ୍ଡରୱେରରେ ଦେଖିବାକୁ ମିଳିଛି।

କଙ୍ଗନା ରଣାୱତ- ମନ କି ମାଲକିନ କଙ୍ଗନା ରାଣାୱତ। ମନକୁ ଯାହା ଆସେ କରିଥାନ୍ତି। କାହା କଥା ଶୁଣି ନ ଥାନ୍ତି। ବଲିଉଡରେ ଗୋଟାଏ ପରେ ଗୋଟାଏ ହିଟ୍‌ ଦେଇ ଦର୍ଶକଙ୍କ ହୃଦୟର ରାଣୀ ପାଲଟି ଥିବା ଏହି ଅଭିନେତ୍ରୀ କ’ଣ ପିନ୍ଧିବେ ତାକୁ ନେଇ କେବେ ଚିନ୍ତା କରି ନ ଥାନ୍ତି। ତେବେ ଏକ ପାର୍ଟିକୁ କଙ୍ଗନା ବିନା ପ୍ୟାଣ୍ଟିରେ ଆସିଥିଲେ। ଯାହାକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଥିଲେ।

ସୁସ୍ମିତା ସେନ୍‌- ପୂର୍ବତନ ମିସ୍‌  ୟୁନିଭର୍ସ ସୁସ୍ମିତା ସେନ୍‌ଙ୍କ ଉପରେ ଥରେ ନଜର ପଡ଼ିଲେ ହଟିବା କଷ୍ଟକର। ହଟିବ ବା କାହିଁକି। ଏତେ ସୁନ୍ଦରୀ ମହିଳାଙ୍କ ଉପରୁ ନଜର ହଟାଇବା ବି ତାଙ୍କ ପ୍ରତି ଅପମାନ ହେବ। ନିଜ ଅଭିନୟ ହେଉ କି ସମାଜ ସେବା ସବୁ କ୍ଷେତ୍ରରେ ସୁସ୍ମିତା ବେଶ ଆଗରେ। ତେବେ ରୁଷରେ ଏକ ଆୱାର୍ଡ ଫଙ୍କସନ୍‌କୁ ସୁସ୍ମିତା ବିନା ଅଣ୍ଡରୱେରରେ ଯିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଉକ୍ତ ଆୱାର୍ଡ ଫଙ୍କସନ୍‌ରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ଥିଲେ ସୁସ୍ମିତା।

ତନିଷା ମୁଖାର୍ଜୀ- ବି-ଟାଉନରେ ସମସ୍ତଙ୍କ ହୃଦୟରେ ରାଜ କରୁଥିବା କାଜୋଲ ନିଜ ଡ୍ରେସ୍‌କୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି। ହେଲେ ତାଙ୍କ ଭଉଣୀ ତନିଶା ମୁଖାର୍ଜୀ ଅଣ୍ଡରୱେର ପିନ୍ଧିବାକୁ ଭଲ ପାଇ ନ ଥାନ୍ତି। ବିନା ଅଣ୍ଡରୱେରରେ ତନିଶା ଜଲୱା ଦେଖାଇଥାନ୍ତି।

 

Related story